Home Coronavirus Outbreak ଦେଶରେ କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭ ମୃତ

26

ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫୦,୫୯୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୮,୯୩,୫୯୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୦୯୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୭୨,୨୪୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୭୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୦୫୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୧%

ଆରୋଗ୍ୟ ହୋଇଛନ୍ତି ୯୮.୭୦%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୩, ୭୨, ୬୮, ୬୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୯, ୯୩, ୬୭୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୮, ୮୦, ୬୮, ୬୮୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୨୧, ୯୧୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୧ ୧୦୪୭୮ ୧୨୯
ଆନ୍ଧ୍ରପ୍ରଦେଶ ୪୯୮ ୨୩୨୨୦୯୫ ୮୧ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୮ ୬୬୩୯୪ ୨୯୬
ଆସାମ ୨୮୧୯ ୭୩୩୯୦୪ ୮୦୩୩
ବିହାର ୬୬୨ ୮୩୬୦୧୫ ୧୪୬ ୧୨୨୯୭
ଚଣ୍ଡିଗଡ଼ ୧୮୩ ୯୭୬୦୭ ୪୬ ୧୧୮୧
ଛତିଶଗଡ ୭୨୨ ୧୧୫୯୫୧୭ ୧୯୪ ୧୪୧୧୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୧
ଦିଲ୍ଲୀ ୧୦୨୧ ୧୯୭୩୪୪୭ ୧୯୮ ୨୬୪୮୨
୧୦ ଗୋଆ ୫୧୭ ୨୫୨୧୭୮ ୧୫୦ ୩୯୬୪
୧୧ ଗୁଜୁରାଟ ୧୩୪୦ ୧୨୫୯୦୩୫ ୨୧୬ ୧୧୦୧୭
୧୨ ହରିୟାଣା ୮୧୫ ୧୦୪୧୬୬୬ ୨୩୦ ୧୦୬୮୯
୧୩ ହିମାଚଳ ପ୍ରଦେଶ ୫୨୧ ୩୦୬୬୯୦ ୯୯ ୪୨୦୨
୧୪ ଜାମ୍ମୁ କାଶ୍ମୀର ୭୩୩ ୪୭୨୮୯୯ ୧୧୮ ୪୭୮୩
୧୫ ଝାଡଖଣ୍ଡ ୧୩୨ ୪୩୬୫୯୮ ୧୭ ୫୩୩୦
୧୬ କର୍ଣ୍ଣାଟକ ୪୫୭୩ ୪୦୧୦୯୯୮ ୮୮୯ ୪୦୨୫୧
୧୭ କେରଳ ୧୦୧୪୯ ୬୬୮୨୭୦୦ ୧୦୭୭ ୭୦୮୭୧
୧୮ ଲଦାଖ ୪୧ ୨୮୯୮୩ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୨୮୩ ୧୦୪୨୬୫୨ ୩୨ ୧୦୭୭୦
୨୧ ମହାରାଷ୍ଟ୍ର ୭୭୦୧ ୭୯୫୦୩୦୨ ୧୩୨୮ ୧୪୮୨୬୯
୨୨ ମଣିପୁର ୫୪ ୧୩୭୫୪୨ ୧୦ ୨୧୪୮
୨୩ ମେଘାଳୟ ୮୦ ୯୪୮୧୩ ୧୬ ୧୬୧୯
୨୪ ମିଜୋରାମ ୩୮୬ ୨୩୬୪୨୬ ୮୨ ୭୨୨
୨୫ ନାଗାଲାଣ୍ଡ ୨୦ ୩୫୧୩୧ ୭୭୯
୨୬ ଓଡ଼ିଶା ୧୩୪୨ ୧୩୧୮୩୫୧ ୨୮୯ ୯୧୮୨
୨୭ ପୁଡୁଚେରୀ ୨୫୧ ୧୭୦୮୭୪ ୩୮ ୧୯୬୯
୨୮ ପଞ୍ଜାବ ୬୩୯ ୭୬୨୪୪୭ ୧୩୩ ୧୭୯୦୪
୨୯ ରାଜସ୍ଥାନ ୧୭୮୯ ୧୨୯୮୭୬୪ ୨୭୯ ୯୬୨୮
୩୦ ସିକ୍କିମ୍ ୯୦ ୪୩୨୫୨ ୨୭ ୪୯୨
୩୧ ତାମିଲନାଡୁ ୪୯୬୦ ୩୫୨୮୪୮୨ ୪୭୮ ୩୮୦୩୭
୩୨ ତେଲେଙ୍ଗାନା ୧୦୦୪ ୮୩୦୨୨୨ ୧୯୦ ୪୧୧୧
୩୩ ତ୍ରିପୁରା ୧୦ ୧୦୬୭୮୭ ୯୩୮
୩୪ ଉତ୍ତରାଖଣ୍ଡ ୧୨୨୬ ୪୩୯୬୫୭ ୯୧ ୭୭୪୧
୩୫ ଉତ୍ତରପ୍ରଦେଶ ୧୪୨୪ ୨୦୯୯୦୦୪ ୩୭୩ ୨୩୬୧୧
୩୬ ପଶ୍ଚିମବଙ୍ଗ ୧୯୬୫ ୨୦୮୪୭୪୬ ୨୪୬ ୨୧୪୭୭
ମୋଟ ୫୦୫୯୪ ୪୩୮୯୩୫୯୦ ୭୦୯୪ ୫୨୮୦୫୭ ୧୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.