Home Coronavirus Outbreak ଦେଶରେ ଆଜି ୩୮୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧୭ ମୃତ

ଦେଶରେ ଆଜି ୩୮୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧୭ ମୃତ

38

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୩୮,୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୧୨,୧୫୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୦,୫୫,୮୬୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୦,୦୧୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୯୫,୩୮୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୦୦୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୧୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୭,୩୭୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୯%

ଆରୋଗ୍ୟ ହୋଇଛନ୍ତି ୯୭.୩୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୦, ୧୦, ୦୯, ୬୦୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୯, ୫୫, ୧୩୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୦୮ ୧୨୯
ଆନ୍ଧ୍ରପ୍ରଦେଶ ୨୦୫୯୩ ୧୯୪୪୨୬୭ ୧୮୯୬ ୧୩୪୯୦ ୨୨
ଅରୁଣାଚଳ ପ୍ରଦେଶ ୩୦୩୨ ୪୬୩୯୯ ୪୨୦ ୨୩୭
ଆସାମ ୧୧୭୧୯ ୫୫୫୪୭୦ ୧୨୬୬ ୫୩୫୭ ୧୪
ବିହାର ୩୫୭ ୭୧୫୧୧୯ ୬୩ ୯୬୪୬
ଚଣ୍ଡିଗଡ଼ ୨୭ ୬୧୧୩୨ ୮୧୧
ଛତିଶଗଡ ୧୭୮୦ ୯୮୭୬୪୨ ୧୫୬ ୧୩୫୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୨ ୧୦୬୩୬
ଦିଲ୍ଲୀ ୫୧୬ ୧୪୧୧୦୪୨ ୪୧ ୨୫୦୬୫
୧୦ ଗୋଆ ୯୯୨ ୧୬୭୫୫୬ ୧୩୩ ୩୧୫୭
୧୧ ଗୁଜୁରାଟ ୨୦୪ ୮୧୪୭୨୦ ୨୪ ୧୦୦୭୭
୧୨ ହରିୟାଣା ୬୯୦ ୭୫୯୭୦୫ ୨୭ ୯୬୪୭
୧୩ ହିମାଚଳ ପ୍ରଦେଶ ୧୭୨୭ ୨୦୨୦୮୪ ୧୩୭ ୩୫୩୩
୧୪ ଜାମ୍ମୁ କାଶ୍ମୀର ୧୪୦୪ ୩୧୬୪୯୬ ୯୮ ୪୩୮୬
୧୫ ଝାଡଖଣ୍ଡ ୨୨୬ ୩୪୧୯୮୦ ୨୮ ୫୧୩୦
୧୬ କର୍ଣ୍ଣାଟକ ୨୪୩୫୪ ୨୮୫୪୨୨୨ ୧୮୫୪ ୩୬୭୪୧ ୩୬
୧୭ କେରଳ ୧୭୮୭୨୨ ୩୩୧୭୩୧୪ ୧୯୪୮୦ ୧୭୫୧୫ ୧୮୭
୧୮ ଲଦାଖ ୬୫ ୨୦୧୦୬ ୨୦୭
୧୯ ଲକ୍ଷଦୀପ ୬୮ ୧୦୧୨୫ ୧୬ ୫୦
୨୦ ମଧ୍ୟପ୍ରଦେଶ ୧୫୮ ୭୮୧୨୬୫ ୧୨ ୧୦୫୧୪
୨୧ ମହାରାଷ୍ଟ୍ର ୭୭୯୦୫ ୬୧୩୦୧୩୭ ୫୮୫୯ ୧୩୩୭୧୭ ୧୮୭
୨୨ ମଣିପୁର ୮୩୬୭ ୯୨୮୯୪ ୧୦୪୭ ୧୬୨୮ ୧୪
୨୩ ମେଘାଳୟ ୫୫୧୫ ୬୧୪୪୫ ୫୬୦ ୧୧୪୭ ୧୪
୨୪ ମିଜୋରାମ ୧୨୮୬୯ ୩୦୫୦୦ ୯୫୩ ୧୬୧
୨୫ ନାଗାଲାଣ୍ଡ ୧୩୭୦ ୨୬୪୯୩ ୮୪ ୫୮୨
୨୬ ଓଡ଼ିଶା ୧୧୫୦୧ ୯୬୬୯୨୮ ୧୫୫୮ ୬୩୦୨ ୬୬
୨୭ ପୁଡୁଚେରୀ ୮୭୨ ୧୧୮୭୫୦ ୧୦୩ ୧୭୯୯
୨୮ ପଞ୍ଜାବ ୪୭୩ ୫୮୨୫୮୦ ୪୧ ୧୬୩୧୨ ୧୧
୨୯ ରାଜସ୍ଥାନ ୨୩୩ ୯୪୪୬୦୬ ୧୮ ୮୯୫୪
୩୦ ସିକ୍କିମ୍ ୩୨୫୦ ୨୪୦୫୦ ୨୪୫ ୩୫୨
୩୧ ତାମିଲନାଡୁ ୨୦୧୮୫ ୨୫୧୬୯୩୮ ୧୯୦୮ ୩୪୨୬୦ ୩୦
୩୨ ତେଲେଙ୍ଗାନା ୮୬୭୪ ୬୩୫୮୯୫ ୬୪୫ ୩୮୧୯
୩୩ ତ୍ରିପୁରା ୨୫୧୫ ୭୬୬୬୭ ୪୧୮ ୭୬୬
୩୪ ଉତ୍ତରାଖଣ୍ଡ ୫୧୩ ୩୩୪୪୫୬ ୪୮ ୭୩୬୭
୩୫ ଉତ୍ତରପ୍ରଦେଶ ୬୧୯ ୧୬୮୫୨୯୯ ୭୯ ୨୨୭୭୧
୩୬ ପଶ୍ଚିମବଙ୍ଗ ୧୦୬୪୨ ୧୫୦୩୫୩୫ ୭୮୭ ୧୮୨୦୨
ମୋଟ ୪୧୨୧୫୩ ୩୧୦୫୫୮୬୧ ୪୦୦୧୭ ୪୨୭୩୭୧ ୬୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.