Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୦୮୪ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୦୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

36

ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୦୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୭,୯୯୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୫୭,୩୩୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪,୫୯୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୩୦,୧୦୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୪୮୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୪୭୭୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୧%

ଆରୋଗ୍ୟ ହୋଇଛନ୍ତି ୯୮.୬୮%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୫, ୧୯, ୮୧, ୧୫୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୧, ୭୭, ୧୪୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୫୧, ୦୮, ୮୭୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୪୯, ୪୧୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୨୨ ୧୨୯
ଆନ୍ଧ୍ରପ୍ରଦେଶ ୧୩୬ ୨୩୦୫୨୫୪ ୧୩ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୨ ୨୯୬
ଆସାମ ୨୦ ୭୧୬୨୪୬ ୭୯୮୬
ବିହାର ୧୧୬ ୮୧୮୫୭୯ ୧୨୨୫୬
ଚଣ୍ଡିଗଡ଼ ୧୯୬ ୯୧୩୭୪ ୨୪ ୧୧୬୫
ଛତିଶଗଡ ୧୩୬ ୧୧୩୮୪୬୫ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୨୪୪୨ ୧୮୮୪୧୩୫ ୫୩୭ ୨୬୨୨୧
୧୦ ଗୋଆ ୪୭୩ ୨୪୨୧୫୯ ୩୬ ୩୮୩୨
୧୧ ଗୁଜୁରାଟ ୭୭୮ ୧୨୧୪୫୨୯ ୬୬ ୧୦୯୪୫
୧୨ ହରିୟାଣା ୧୬୧୭ ୯୯୩୪୨୫ ୨୩୫ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୪୩ ୨୮୦୯୭୬ ୧୧ ୪୧୩୬
୧୪ ଜାମ୍ମୁ କାଶ୍ମୀର ୮୮ ୪୪୯୫୦୮ ୪୭୫୨
୧୫ ଝାଡଖଣ୍ଡ ୫୧ ୪୩୦୦୩୮ ୫୩୧୯
୧୬ କର୍ଣ୍ଣାଟକ ୩୬୫୧ ୩୯୧୨୫୭୫ ୧୯୯ ୪୦୧୦୮
୧୭ କେରଳ ୧୫୩୬୩ ୬୪୯୩୨୫୮ ୧୪୭୧ ୬୯୮୩୫
୧୮ ଲଦାଖ ୧୭ ୨୮୦୪୩ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୩୨୯ ୧୦୩୨୦୪୯ ୩୫ ୧୦୭୩୮
୨୧ ମହାରାଷ୍ଟ୍ର ୧୬୩୭୦ ୭୭୪୬୩୩୭ ୧୪୩୨ ୧୪୭୮୭୦
୨୨ ମଣିପୁର ୧୩୫୧୨୧ ୨୧୨୦
୨୩ ମେଘାଳୟ ୯୨୨୩୩ ୧୫୯୩
୨୪ ମିଜୋରାମ ୧୬୮ ୨୨୭୭୦୬ ୭୦୧
୨୫ ନାଗାଲାଣ୍ଡ ୩୪୭୩୬ ୭୬୧
୨୬ ଓଡ଼ିଶା ୧୮୯ ୧୨୭୯୩୨୪ ୩୨ ୯୧୨୬
୨୭ ପୁଡୁଚେରୀ ୩୭ ୧୬୩୯୩୮ ୧୯୬୨
୨୮ ପଞ୍ଜାବ ୨୬୪ ୭୪୨୬୯୨ ୧୩ ୧୭୭୫୫
୨୯ ରାଜସ୍ଥାନ ୫୧୦ ୧୨୭୬୪୩୧ ୪୮ ୯୫୫୯
୩୦ ସିକ୍କିମ୍ ୧୨ ୩୮୭୧୫ ୪୫୩
୩୧ ତାମିଲନାଡୁ ୧୩୩୨ ୩୪୧୮୦୨୫ ୧୪୮ ୩୮୦୨୫
୩୨ ତେଲେଙ୍ଗାନା ୧୦୩୯ ୭୮୯୩୦୮ ୬୭ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୫୫୮ ୪୨୯୮୪୪ ୭୬୯୩
୩୫ ଉତ୍ତରପ୍ରଦେଶ ୧୨୧୨ ୨୦୫୭୦୬୭ ୧୩୩ ୨୩୫୨୫
୩୬ ପଶ୍ଚିମବଙ୍ଗ ୭୩୧ ୧୯୯୮୩୬୦ ୫୪ ୨୧୨୦୫
ମୋଟ ୪୭୯୯୫ ୪୨୬୫୭୩୩୫ ୪୫୯୨ ୫୨୪୭୭୧ ୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.