Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୪ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪ ମୃତ

53

ନୂଆ ଦିଲ୍ଲୀ ୧୦-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୬,୨୬୭ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୪୪,୦୯୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୭୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୦୫,୧୦୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୭୬୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୪୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୮%

ଆରୋଗ୍ୟ ହୋଇଛନ୍ତି ୯୮.୭୦%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧୯୪୭୬୪୨୯୯୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୩୧, ୫୧୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୪୧, ୯୮, ୨୮୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୩୫, ୦୫୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୮ ୧୨୯
ଆନ୍ଧ୍ରପ୍ରଦେଶ ୧୦୫ ୨୩୦୫୨୨୪ ୧୪ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୨ ୨୯୬
ଆସାମ ୧୧ ୭୧୬୨୪୬ ୭୯୮୬
ବିହାର ୭୮ ୮୧୮୫୪୬ ୧୮ ୧୨୨୫୬
ଚଣ୍ଡିଗଡ଼ ୧୩୬ ୯୧୩୧୬ ୨୦ ୧୧୬୫
ଛତିଶଗଡ ୮୯ ୧୧୩୮୪୪୨ ୧୦ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୭୭୪ ୧୮୮୨୬୨୩ ୫୩୭ ୨୬୨୧୬
୧୦ ଗୋଆ ୪୦୧ ୨୪୨୦୨୬ ୪୨ ୩୮୩୨
୧୧ ଗୁଜୁରାଟ ୫୧୭ ୧୨୧୪୩୫୪ ୪୫ ୧୦୯୪୪
୧୨ ହରିୟାଣା ୧୧୭୦ ୯୯୨୮୩୦ ୧୧୧ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୩୦ ୨୮୦୯୩୭ ୪୧୩୬
୧୪ ଜାମ୍ମୁ କାଶ୍ମୀର ୬୮ ୪୪୯୪୯୪ ୪୭୫୨
୧୫ ଝାଡଖଣ୍ଡ ୪୮ ୪୩୦୦୩୦ ୫୩୧୯
୧୬ କର୍ଣ୍ଣାଟକ ୨୮୮୦ ୩୯୧୧୭୯୬ ୨୧୪ ୪୦୧୦୮
୧୭ କେରଳ ୧୨୧୯୩ ୬୪୮୯୨୩୪ ୧୨୪୬ ୬୯୮୨୪ ୧୭
୧୮ ଲଦାଖ ୨୮୦୪୧ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୭୬ ୧୦୩୧୯୧୫ ୨୨ ୧୦୭୩୭
୨୧ ମହାରାଷ୍ଟ୍ର ୧୧୫୭୧ ୭୭୪୨୧୯୦ ୧୦୪୭ ୧୪୭୮୬୭
୨୨ ମଣିପୁର ୧୩୫୧୨୧ ୨୧୨୦
୨୩ ମେଘାଳୟ ୯୨୨୩୩ ୧୫୯୩
୨୪ ମିଜୋରାମ ୧୪୧ ୨୨୭୬୭୧ ୧୫ ୭୦୦
୨୫ ନାଗାଲାଣ୍ଡ ୩୪୭୩୬ ୭୬୧
୨୬ ଓଡ଼ିଶା ୧୬୯ ୧୨୭୯୨୮୧ ୧୧ ୯୧୨୬
୨୭ ପୁଡୁଚେରୀ ୩୫ ୧୬୩୯୧୭ ୧୯୬୨
୨୮ ପଞ୍ଜାବ ୧୫୭ ୭୪୨୬୩୭ ୧୧ ୧୭୭୫୪
୨୯ ରାଜସ୍ଥାନ ୪୧୧ ୧୨୭୬୨୮୯ ୫୦ ୯୫୫୯
୩୦ ସିକ୍କିମ୍ ୩୮୭୧୩ ୪୫୩
୩୧ ତାମିଲନାଡୁ ୧୦୭୭ ୩୪୧୭୫୯୫ ୧୨୯ ୩୮୦୨୫
୩୨ ତେଲେଙ୍ଗାନା ୮୧୧ ୭୮୯୧୦୭ ୪୨ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୫୩୬ ୪୨୯୮୧୫ ୭୬୯୩
୩୫ ଉତ୍ତରପ୍ରଦେଶ ୯୩୮ ୨୦୫୬୬୪୭ ୧୩୨ ୨୩୫୨୪
୩୬ ପଶ୍ଚିମବଙ୍ଗ ୫୧୭ ୧୯୯୮୨୦୫ ୪୭ ୨୧୨୦୫
ମୋଟ ୩୬୨୬୭ ୪୨୬୪୪୦୯୨ ୩୭୯୧ ୫୨୪୭୪୭ ୨୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.