Home Coronavirus Outbreak ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୫ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧ ମୃତ

42

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୫୦୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୪୪,୬୮୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୮୦୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୮୮,୧୧୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୭୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୯୨୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୯, ୪୮, ୦୧, ୨୦୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪, ୭୯, ୨୦୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୬ ୧୨୯
ଆନ୍ଧ୍ରପ୍ରଦେଶ ୩୮ ୨୩୦୪୯୩୯ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୭୧୬୨୨୩ ୭୯୮୬
ବିହାର ୪୨ ୮୧୮୨୮୧ ୧୨୨୫୬
ଚଣ୍ଡିଗଡ଼ ୭୦ ୯୦୮୫୭ ୧୫ ୧୧୬୫
ଛତିଶଗଡ ୪୧ ୧୧୩୮୨୧୩ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୯୮୬ ୧୮୫୪୮୮୮ ୧୧୭୧ ୨୬୧୭୬
୧୦ ଗୋଆ ୪୯ ୨୪୧୫୬୭ ୩୮୩୨
୧୧ ଗୁଜୁରାଟ ୧୦୮ ୧୨୧୩୩୩୫ ୧୫ ୧୦୯୪୩
୧୨ ହରିୟାଣା ୨୫୯୪ ୯୮୦୭୧୮ ୪୧୨ ୧୦୬୧୯
୧୩ ହିମାଚଳ ପ୍ରଦେଶ ୫୫ ୨୮୦୬୪୩ ୧୪ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୮ ୪୪୯୨୫୩ ୧୨ ୪୭୫୧
୧୫ ଝାଡଖଣ୍ଡ ୩୫ ୪୨୯୮୯୪ ୫୩୧୭
୧୬ କର୍ଣ୍ଣାଟକ ୧୮୧୫ ୩୯୦୬୦୨୭ ୧୦୭ ୪୦୧୦୨
୧୭ କେରଳ ୨୭୪୪ ୬୪୭୦୪୧୮ ୩୦୨ ୬୯୧୧୨ ୨୯
୧୮ ଲଦାଖ ୨୮୦୧୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୦୩ ୧୦୩୦୬୦୨ ୧୩ ୧୦୭୩୫
୨୧ ମହାରାଷ୍ଟ୍ର ୧୦୨୭ ୭୭୨୯୩୦୩ ୧୭୦ ୧୪୭୮୪୫
୨୨ ମଣିପୁର ୧୩୫୦୯୫ ୨୧୨୦
୨୩ ମେଘାଳୟ ୯୨୨୦୨ ୧୫୯୩
୨୪ ମିଜୋରାମ ୪୩୩ ୨୨୬୪୭୦ ୮୬ ୬୯୭
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୩୫ ୧୨୭୮୮୧୪ ୯୧୨୬
୨୭ ପୁଡୁଚେରୀ ୧୬୩୮୨୩ ୧୯୬୨
୨୮ ପଞ୍ଜାବ ୧୭୮ ୭୪୧୭୪୪ ୩୨ ୧୭୭୫୧
୨୯ ରାଜସ୍ଥାନ ୪୪୪ ୧୨୭୩୮୨୯ ୩୧ ୯୫୫୨
୩୦ ସିକ୍କିମ୍ ୩୮୬୯୭ ୪୫୨
୩୧ ତାମିଲନାଡୁ ୪୮୮ ୩୪୧୫୫୪୫ ୫୬ ୩୮୦୨୫
୩୨ ତେଲେଙ୍ଗାନା ୩୩୬ ୭୮୭୬୬୧ ୩୧ ୪୧୧୧
୩୩ ତ୍ରିପୁରା ୯୯୯୫୮ ୯୨୨
୩୪ ଉତ୍ତରାଖଣ୍ଡ ୪୮୪ ୪୨୯୩୪୯ ୭୬୯୩
୩୫ ଉତ୍ତରପ୍ରଦେଶ ୧୬୮୭ ୨୦୪୯୯୪୪ ୨୬୫ ୨୩୫୦୮
୩୬ ପଶ୍ଚିମବଙ୍ଗ ୪୧୨ ୧୯୯୬୭୬୦ ୨୭ ୨୧୨୦୨
ମୋଟ ୧୯୫୦୯ ୪୨୫୪୪୬୮୯ ୨୮୦୨ ୫୨୩୯୨୦ ୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.