Home Coronavirus Outbreak ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୨୯୮ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୩ ମୃତ

28

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୬,୭୪୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୯,୪୭,୭୫୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୯୧୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୨୨,୭୭୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୫୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୨୭୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୦%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୬, ୧୭, ୭୮, ୦୨୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୯, ୬୧, ୮୯୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୯, ୦୯, ୪୭, ୭୪୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୩୩, ୯୬୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୪୯୬ ୧୨୯
ଆନ୍ଧ୍ରପ୍ରଦେଶ ୨୯୧ ୨୩୨୨୭୩୪ ୬୩ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୨ ୬୬୪୭୦ ୧୫ ୨୯୬
ଆସାମ ୨୮୩୪ ୭୩୪୩୦୯ ୮୦୩୪
ବିହାର ୪୯୨ ୮୩୭୦୬୦ ୧୧୧ ୧୨୩୦୦
ଚଣ୍ଡିଗଡ଼ ୧୦୬ ୯୭୮୧୬ ୧୧୮୧
ଛତିଶଗଡ ୬୮୯ ୧୧୬୦୪୩୬ ୯୮ ୧୪୧୨୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୮
ଦିଲ୍ଲୀ ୫୪୬ ୧୯୭୫୧୦୨ ୧୪୨ ୨୬୪୯୭
୧୦ ଗୋଆ ୪୮୦ ୨୫୨୯୧୮ ୧୧୧ ୩୯୬୫
୧୧ ଗୁଜୁରାଟ ୧୨୩୨ ୧୨୬୦୭୧୭ ୧୯୯ ୧୧୦୨୬
୧୨ ହରିୟାଣା ୪୮୪ ୧୦୪୨୯୩୧ ୧୨୩ ୧୦୬୯୫
୧୩ ହିମାଚଳ ପ୍ରଦେଶ ୩୨୭ ୩୦୭୩୨୭ ୪୩ ୪୨୦୬
୧୪ ଜାମ୍ମୁ କାଶ୍ମୀର ୨୬୯ ୪୭୩୮୧୮ ୫୮ ୪୭୮୪
୧୫ ଝାଡଖଣ୍ଡ ୧୨୬ ୪୩୬୭୩୫ ୧୯ ୫୩୩୦
୧୬ କର୍ଣ୍ଣାଟକ ୩୬୮୮ ୪୦୧୬୨୯୮ ୪୮୬ ୪୦୨୬୯
୧୭ କେରଳ ୧୩୬୧୧ ୬୬୯୫୦୫୮ ୧୬୩୫ ୭୦୯୫୩
୧୮ ଲଦାଖ ୩୪ ୨୯୦୩୫ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୯୨ ୧୦୪୩୦୨୩ ୪୧ ୧୦୭୭୧
୨୧ ମହାରାଷ୍ଟ୍ର ୫୦୧୨ ୭୯୬୦୨୯୮ ୧୧୬୫ ୧୪୮୩୦୨
୨୨ ମଣିପୁର ୩୩ ୧୩୭୫୯୭ ୨୧୪୮
୨୩ ମେଘାଳୟ ୫୪ ୯୪୯୧୮ ୧୧ ୧୬୨୧
୨୪ ମିଜୋରାମ ୨୭୪ ୨୩୬୯୮୨ ୬୦ ୭୨୨
୨୫ ନାଗାଲାଣ୍ଡ ୧୦ ୩୫୧୫୦ ୭୮୧
୨୬ ଓଡ଼ିଶା ୧୫୦୪ ୧୩୨୦୪୫୦ ୨୩୪ ୯୧୮୫
୨୭ ପୁଡୁଚେରୀ ୪୦୫ ୧୭୧୨୬୩ ୪୬ ୧୯୭୦
୨୮ ପଞ୍ଜାବ ୩୬୨ ୭୬୩୨୪୩ ୭୩ ୧୭୯୦୯
୨୯ ରାଜସ୍ଥାନ ୧୩୩୮ ୧୩୦୦୮୫୭ ୨୪୧ ୯୬୩୦
୩୦ ସିକ୍କିମ୍ ୮୧ ୪୩୪୦୭ ୪୯୫
୩୧ ତାମିଲନାଡୁ ୪୭୯୪ ୩୫୩୨୫୪୭ ୪୩୮ ୩୮୦୩୯
୩୨ ତେଲେଙ୍ଗାନା ୭୯୨ ୮୩୧୫୦୮ ୧୩୦ ୪୧୧୧
୩୩ ତ୍ରିପୁରା ୧୧ ୧୦୬୮୦୧ ୯୩୮
୩୪ ଉତ୍ତରାଖଣ୍ଡ ୧୧୦୮ ୪୪୦୦୮୧ ୧୮ ୭୭୪୫
୩୫ ଉତ୍ତରପ୍ରଦେଶ ୯୦୪ ୨୧୦୦୭୧୧ ୧୩୦ ୨୩୬୧୫
୩୬ ପଶ୍ଚିମବଙ୍ଗ ୨୦୨୭ ୨୦୮୬୭୧୯ ୨୦୩ ୨୧୪୮୬
ମୋଟ ୪୬୭୪୮ ୪୩୯୪୭୭୫୬ ୫୯୧୬ ୫୨୮୨୭୩ ୧୯

କେରଳର ୪ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.