Home Coronavirus Outbreak ଦେଶରେ ଆଜି ପ୍ରବଳ ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୧୩...

ଦେଶରେ ଆଜି ପ୍ରବଳ ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

47

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫୮,୨୧୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୭୪,୭୧୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୬୨୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୫୭,୭୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୫୭୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୮୦୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୩%

ଆରୋଗ୍ୟ ହୋଇଛନ୍ତି ୯୮.୬୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୫, ୬୭, ୩୭, ୦୧୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୨୧, ୯୪୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୬୩, ୯୦, ୪୪୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୫, ୧୯, ୪୧୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୯୯୨୪ ୧୨୯
ଆନ୍ଧ୍ରପ୍ରଦେଶ ୧୯୦ ୨୩୦୫୩୦୪ ୨୭ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୨ ୨୯୬
ଆସାମ ୫୪ ୭୧୬୨୪୬ ୭୯୮୮
ବିହାର ୧୬୨ ୮୧୮୬୧୬ ୧୭ ୧୨୨୫୬
ଚଣ୍ଡିଗଡ଼ ୨୩୮ ୯୧୪୨୭ ୨୨ ୧୧୬୫
ଛତିଶଗଡ ୨୩୨ ୧୧୩୮୫୦୮ ୨୧ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୩୬୪୩ ୧୮୮୬୦୩୯ ୯୦୯ ୨୬୨୨୩
୧୦ ଗୋଆ ୫୬୯ ୨୪୨୨୯୨ ୬୨ ୩୮୩୩
୧୧ ଗୁଜୁରାଟ ୯୯୧ ୧୨୧୪୭୭୫ ୧୧୨ ୧୦୯୪୬
୧୨ ହରିୟାଣା ୨୧୧୪ ୯୯୪୩୫୨ ୩୨୬ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୭୨ ୨୮୧୦୧୨ ୧୫ ୪୧୩୭
୧୪ ଜାମ୍ମୁ କାଶ୍ମୀର ୧୨୦ ୪୪୯୫୨୬ ୪୭୫୨
୧୫ ଝାଡଖଣ୍ଡ ୬୬ ୪୩୦୦୬୫ ୧୩ ୫୩୧୯
୧୬ କର୍ଣ୍ଣାଟକ ୩୯୯୭ ୩୯୧୩୮୮୫ ୫୩୨ ୪୦୧୦୯
୧୭ କେରଳ ୧୭୯୫୫ ୬୪୯୮୦୮୮ ୧୮୦୮ ୬୯୮୪୫
୧୮ ଲଦାଖ ୩୧ ୨୮୦୪୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୩୯୩ ୧୦୩୨୧୪୬ ୪୫ ୧୦୭୩୯
୨୧ ମହାରାଷ୍ଟ୍ର ୧୯୨୬୧ ୭୭୫୨୩୦୪ ୩୦୨୮ ୧୪୭୮୭୭
୨୨ ମଣିପୁର ୧୩୫୧୨୧ ୨୧୨୦
୨୩ ମେଘାଳୟ ୧୧ ୯୨୨୩୪ ୧୫୯୩
୨୪ ମିଜୋରାମ ୧୮୮ ୨୨୭୭୭୭ ୨୮ ୭୦୧
୨୫ ନାଗାଲାଣ୍ଡ ୩୪୭୩୭ ୭୬୧
୨୬ ଓଡ଼ିଶା ୧୮୯ ୧୨୭୯୩୮୧ ୩୦ ୯୧୨୬
୨୭ ପୁଡୁଚେରୀ ୬୩ ୧୬୩୯୪୮ ୧୯୬୨
୨୮ ପଞ୍ଜାବ ୩୭୮ ୭୪୨୭୭୩ ୩୫ ୧୭୭୫୬
୨୯ ରାଜସ୍ଥାନ ୫୮୧ ୧୨୭୬୫୯୦ ୯୨ ୯୫୬୦
୩୦ ସିକ୍କିମ୍ ୧୦ ୩୮୭୨୨ ୪୫୩
୩୧ ତାମିଲନାଡୁ ୧୯୩୮ ୩୪୧୮୪୮୧ ୧୬୯ ୩୮୦୨୬
୩୨ ତେଲେଙ୍ଗାନା ୧୪୦୧ ୭୮୯୪୯୬ ୬୩ ୪୧୧୧
୩୩ ତ୍ରିପୁରା ୯୯୯୬୬ ୯୨୩
୩୪ ଉତ୍ତରାଖଣ୍ଡ ୫୬୬ ୪୨୯୯୧୨ ୨୦ ୭୬୯୪
୩୫ ଉତ୍ତରପ୍ରଦେଶ ୧୬୪୫ ୨୦୫୭୪୮୯ ୧୭୮ ୨୩୫୨୫
୩୬ ପଶ୍ଚିମବଙ୍ଗ ୧୦୩୭ ୧୯୯୮୫୩୦ ୫୮ ୨୧୨୦୭
ମୋଟ ୫୮୨୧୫ ୪୨୬୭୪୭୧୨ ୭୬୨୪ ୫୨୪୮୦୩ ୧୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.