Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୨୫୭...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୨୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

45

ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୨୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୮,୬୯୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୯,୬୮,୫୩୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୪,୫୫୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୨୨,୬୫୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩,୬୬୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୪୨୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୦%

ଆରୋଗ୍ୟ ହୋଇଛନ୍ତି ୯୮.୫୦%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୮, ୭୬, ୫୯, ୨୯୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୦, ୨୧, ୧୬୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୭ ୧୦୦୬୦ ୧୨୯
ଆନ୍ଧ୍ରପ୍ରଦେଶ ୧୯୩୩ ୨୩୦୭୨୮୩ ୧୬୭ ୧୪୭୩୨
ଅରୁଣାଚଳ ପ୍ରଦେଶ ୧୪୯ ୬୪୨୨୭ ୨୯୬
ଆସାମ ୧୫୪୧ ୭୧୬୯୨୩ ୪୦ ୭୯୯୧
ବିହାର ୧୯୫୮ ୮୨୧୧୫୨ ୧୯୨ ୧୨୨୬୨
ଚଣ୍ଡିଗଡ଼ ୩୮୧ ୯୨୮୦୨ ୪୩ ୧୧୬୫
ଛତିଶଗଡ ୧୪୫୫ ୧୧୪୦୫୫୧ ୧୬୩ ୧୪୦୪୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦ ୧୧୪୮୩
ଦିଲ୍ଲୀ ୨୨୬୪ ୧୯୧୧୭୫୬ ୬୦୭ ୨୬୨୮୨
୧୦ ଗୋଆ ୮୧୨ ୨୪୫୧୭୧ ୯୩ ୩୮୪୩
୧୧ ଗୁଜୁରାଟ ୪୦୪୬ ୧୨୨୨୩୮୧ ୫୧୫ ୧୦୯୪୮
୧୨ ହରିୟାଣା ୧୯୪୦ ୧୦୦୬୮୬୮ ୩୧୯ ୧୦୬୨୮
୧୩ ହିମାଚଳ ପ୍ରଦେଶ ୧୧୦୧ ୨୮୨୨୨୧ ୮୮ ୪୧୪୨
୧୪ ଜାମ୍ମୁ କାଶ୍ମୀର ୭୫୪ ୪୫୦୪୪୧ ୮୩ ୪୭୫୮
୧୫ ଝାଡଖଣ୍ଡ ୬୦୨ ୪୩୦୭୧୭ ୬୪ ୫୩୨୨
୧୬ କର୍ଣ୍ଣାଟକ ୬୬୯୩ ୩୯୩୧୨୬୩ ୮୦୨ ୪୦୧୨୩
୧୭ କେରଳ ୨୮୫୭୧ ୬୫୭୧୪୪୨ ୩୪୮୨ ୭୦୧୩୨ ୨୪
୧୮ ଲଦାଖ ୯୬ ୨୮୨୩୭ ୩୫ ୨୨୮
୧୯ ଲକ୍ଷଦୀପ ୧୧୩୫୯ ୫୨
୨୦ ମଧ୍ୟପ୍ରଦେଶ ୭୮୮ ୧୦୩୩୮୬୯ ୧୦୩ ୧୦୭୪୫
୨୧ ମହାରାଷ୍ଟ୍ର ୧୮୬୭୨ ୭୮୩୪୭୮୫ ୨୯୩୪ ୧୪୭୯୭୬
୨୨ ମଣିପୁର ୧୩୦ ୧୩୫୧୬୨ ୧୧ ୨୧୨୦
୨୩ ମେଘାଳୟ ୮୨ ୯୨୪୧୬ ୩୧ ୧୫୯୫
୨୪ ମିଜୋରାମ ୬୧୩ ୨୨୮୪୫୬ ୧୭ ୭୦୬
୨୫ ନାଗାଲାଣ୍ଡ ୩୨ ୩୪୭୪୯ ୭୬୨
୨୬ ଓଡ଼ିଶା ୨୫୦୪ ୧୨୮୧୨୯୮ ୩୪୪ ୯୧୨୬
୨୭ ପୁଡୁଚେରୀ ୭୮୫ ୧୬୪୭୮୪ ୮୬ ୧୯୬୨
୨୮ ପଞ୍ଜାବ ୧୧୪୮ ୭୪୫୫୮୧ ୧୭୮ ୧୭୭୮୪
୨୯ ରାଜସ୍ଥାନ ୧୦୩୨ ୧୨୭୮୯୯୧ ୭୧ ୯୫୭୦
୩୦ ସିକ୍କିମ୍ ୧୪୬ ୩୮୭୯୮ ୧୩ ୪୫୭
୩୧ ତାମିଲନାଡୁ ୧୮୮୪୨ ୩୪୪୨୧୨୨ ୨୫୧୬ ୩୮୦୨୮
୩୨ ତେଲେଙ୍ଗାନା ୫୧୮୯ ୭୯୬୩୬୫ ୪୮୫ ୪୧୧୧
୩୩ ତ୍ରିପୁରା ୧୦୬ ୯୯୯୯୧ ୯୨୩
୩୪ ଉତ୍ତରାଖଣ୍ଡ ୮୪୩ ୪୩୦୫୯୮ ୩୧ ୭୬୯୭
୩୫ ଉତ୍ତରପ୍ରଦେଶ ୨୨୬୫ ୨୦୬୭୮୮୦ ୩୬୭ ୨୩୫୪୭
୩୬ ପଶ୍ଚିମବଙ୍ଗ ୨୧୧୫୯ ୨୦୦୬୩୫୧ ୬୬୨ ୨୧୨୩୯
ମୋଟ ୧୨୮୬୯୦ ୪୨୯୬୮୫୩୩ ୧୪୫୫୩ ୫୨୫୪୨୮ ୪୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.