Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ସଂକ୍ରମଣ : ଗତ ୨୪...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୯୬୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୦ ମୃତ

39

ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୧,୯୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୮,୧୮୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୯,୯୩,୬୪୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୩,୯୬୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୧୦,୮୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୭,୫୪୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୯,୦୨୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୫%

ଆରୋଗ୍ୟ ହୋଇଛନ୍ତି ୯୭.୫୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୫,୪୧,୧୩,୫୦୮ ହୋଇଥିବା ବେଳେ ଗତ କାଲି ୧,୩୩,୧୮,୭୧୮ ଟିକାକରଣ ହୋଇଛି

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୨, ୩୧, ୮୪, ୨୯୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୦୬, ୭୮୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୧ ୧୨୯
ଆନ୍ଧ୍ରପ୍ରଦେଶ ୧୪୬୯୩ ୧୯୮୫୫୬୬ ୧୨୬୫ ୧୩୮୫୭ ୧୯
ଅରୁଣାଚଳ ପ୍ରଦେଶ ୮୬୩ ୫୧୯୦୮ ୧୦୮ ୨୬୦
ଆସାମ ୬୯୦୧ ୫୭୬୮୬୫ ୬୨୪ ୫୬୬୦
ବିହାର ୧୦୦ ୭୧୫୯୫୫ ୧୪ ୯୬୫୩
ଚଣ୍ଡିଗଡ଼ ୪୦ ୬୪୨୫୨ ୮୧୩
ଛତିଶଗଡ ୪୧୨ ୯୯୦୪୮୪ ୫୮ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୫
ଦିଲ୍ଲୀ ୩୪୯ ୧୪୧୨୩୩୩ ୫୩ ୨୫୦୮୨
୧୦ ଗୋଆ ୮୭୭ ୧୬୯୮୭୭ ୧୦୮ ୩୨୦୧
୧୧ ଗୁଜୁରାଟ ୧୫୦ ୮୧୫୧୯୧ ୧୨ ୧୦୦୮୧
୧୨ ହରିୟାଣା ୬୩୪ ୭୬୦୧୭୫ ୨୩ ୯୬୭୭
୧୩ ହିମାଚଳ ପ୍ରଦେଶ ୧୬୪୨ ୨୦୮୩୦୮ ୨୦୫ ୩୫୯୮
୧୪ ଜାମ୍ମୁ କାଶ୍ମୀର ୧୩୩୦ ୩୧୯୬୮୧ ୯୯ ୪୪୦୮
୧୫ ଝାଡଖଣ୍ଡ ୧୩୦ ୩୪୨୬୦୫ ୨୦ ୫୧୩୨
୧୬ କର୍ଣ୍ଣାଟକ ୧୮୪୧୨ ୨୮୯୩୭୧୫ ୧୧୯୮ ୩୭୩୧୮ ୨୫
୧୭ କେରଳ ୨୧୯୪୪୧ ୩୮୧୭୦୦୪ ୨୦୬୮୭ ୨୦୭୮୮ ୧୧୫
୧୮ ଲଦାଖ ୬୯ ୨୦୨୮୪ ୨୦୭
୧୯ ଲକ୍ଷଦୀପ ୩୧ ୧୦୨୬୫ ୫୧
୨୦ ମଧ୍ୟପ୍ରଦେଶ ୭୯ ୭୮୧୫୮୦ ୧୦୫୧୬
୨୧ ମହାରାଷ୍ଟ୍ର ୫୪୭୬୩ ୬୨୭୨୮୦୦ ୪୬୮୮ ୧୩୭୩୧୩ ୧୦୪
୨୨ ମଣିପୁର ୩୩୯୭ ୧୦୮୭୫୪ ୩୨୪ ୧୭୮୨
୨୩ ମେଘାଳୟ ୨୩୨୬ ୭୨୧୯୯ ୨୮୦ ୧୩୧୧
୨୪ ମିଜୋରାମ ୮୮୮୫ ୫୦୦୧୭ ୨୧୯ ୨୧୭
୨୫ ନାଗାଲାଣ୍ଡ ୮୧୫ ୨୮୬୪୮ ୨୯ ୬୨୦
୨୬ ଓଡ଼ିଶା ୬୫୪୬ ୯୯୩୨୩୫ ୭୬୨ ୭୯୬୯ ୬୮
୨୭ ପୁଡୁଚେରୀ ୭୧୫ ୧୨୧୦୪୫ ୬୭ ୧୮୧୨
୨୮ ପଞ୍ଜାବ ୩୨୪ ୫୮୩୮୫୯ ୧୫ ୧୬୪୩୧ ୫୮
୨୯ ରାଜସ୍ଥାନ ୯୭ ୯୪୫୦୪୪ ୧୪ ୮୯୫୪
୩୦ ସିକ୍କିମ୍ ୧୦୯୪ ୨୮୪୧୪ ୧୨୯ ୩୭୦
୩୧ ତାମିଲନାଡୁ ୧୬୮୫୦ ୨୫୬୩୧୦୧ ୧୭୨୫ ୩୪୯୨୧ ୨୨
୩୨ ତେଲେଙ୍ଗାନା ୫୮୬୪ ୬୪୮୩୧୭ ୩୬୪ ୩୮୭୩
୩୩ ତ୍ରିପୁରା ୯୧୭ ୮୧୨୪୪ ୧୧୨ ୮୦୦
୩୪ ଉତ୍ତରାଖଣ୍ଡ ୩୫୪ ୩୩୫୨୩୫ ୨୪ ୭୩୮୭
୩୫ ଉତ୍ତରପ୍ରଦେଶ ୨୫୬ ୧୬୮୬୨୫୬ ୭୪ ୨୨୮୨୩
୩୬ ପଶ୍ଚିମବଙ୍ଗ ୮୮୧୫ ୧୫୨୧୩୪୨ ୬୪୦ ୧୮୪୪୭ ୧୩
ମୋଟ ୩୭୮୧୮୧ ୩୧୯୯୩୬୪୪ ୩୩୯୬୪ ୪୩୯୦୨୦ ୪୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.