Home Top News ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୨୭୯...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୨୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬ ମୃତ

81

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସକ୍ରୀୟ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୦,୨୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୨,୨୦୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୨,୧୦,୫୨୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୪୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୮୮,୭୫୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୧୦୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୦୩୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୫%

ଆରୋଗ୍ୟ ହୋଇଛନ୍ତି ୯୮.୪୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୧, ୯୯, ୩୩, ୪୫୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୮, ୮୩, ୪୮୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୫ ୧୦୨୦୧ ୧୫ ୧୨୯
ଆନ୍ଧ୍ରପ୍ରଦେଶ ୨୮୮୧ ୨୩୧୧୮୬୫ ୪୧୫ ୧୪୭୩୩
ଅରୁଣାଚଳ ପ୍ରଦେଶ ୩୬୩ ୬୪୬୫୪ ୩୭ ୨୯୬
ଆସାମ ୬୧୦୭ ୭୨୦୬୨୮ ୧୩୬ ୮୦୧୩
ବିହାର ୨୩୨୩ ୮୨୬୫୯୬ ୨୫୦ ୧୨୨୭୯
ଚଣ୍ଡିଗଡ଼ ୬୭୪ ୯୩୬୮୩ ୮୮ ୧୧୬୫
ଛତିଶଗଡ ୩୮୩୦ ୧୧୪୪୫୦୬ ୪୫୮ ୧୪୦୫୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୦୬
ଦିଲ୍ଲୀ ୨୪୮୯ ୧୯୧୮୯୭୫ ୫୭୫ ୨୬୨୯୯
୧୦ ଗୋଆ ୬୮୮ ୨୪୬୭୭୫ ୯୧ ୩୮୪୯
୧୧ ଗୁଜୁରାଟ ୫୪୭୦ ୧୨୩୧୨୧୫ ୭୪୫ ୧୦୯୬୦
୧୨ ହରିୟାଣା ୨୫୩୩ ୧୦୧୨୦୯୭ ୩୯୮ ୧୦୬୩୪
୧୩ ହିମାଚଳ ପ୍ରଦେଶ ୩୮୮୫ ୨୮୫୬୪୭ ୪୪୧ ୪୧୫୬
୧୪ ଜାମ୍ମୁ କାଶ୍ମୀର ୨୮୦୧ ୪୫୧୯୮୦ ୧୬୫ ୪୭୬୩
୧୫ ଝାଡଖଣ୍ଡ ୧୨୩୬ ୪୩୨୩୬୨ ୧୫୩ ୫୩୨୭
୧୬ କର୍ଣ୍ଣାଟକ ୮୮୪୮ ୩୯୪୫୬୪୭ ୧୦୯୬ ୪୦୧୩୨
୧୭ କେରଳ ୨୦୨୬୩ ୬୬୧୬୪୩୫ ୨୮୭୮ ୭୦୩୭୩
୧୮ ଲଦାଖ ୧୨୧ ୨୮୪୦୧ ୧୪ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୫୧୪ ୧୦୩୫୭୯୭ ୧୮୩ ୧୦୭୪୭
୨୧ ମହାରାଷ୍ଟ୍ର ୧୪୫୯୯ ୭୮୬୯୫୯୧ ୨୩୧୧ ୧୪୮୦୫୬
୨୨ ମଣିପୁର ୫୯୬ ୧୩୫୭୪୮ ୧୨୭ ୨୧୨୪
୨୩ ମେଘାଳୟ ୫୨୮ ୯୨୬୩୫ ୨୭ ୧୬୦୦
୨୪ ମିଜୋରାମ ୯୦୭ ୨୩୦୦୬୩ ୧୨୨ ୭୦୮
୨୫ ନାଗାଲାଣ୍ଡ ୯୦ ୩୪୮୨୭ ୭୬୬
୨୬ ଓଡ଼ିଶା ୭୩୯୮ ୧୨୮୮୯୭୦ ୯୧୩୧
୨୭ ପୁଡୁଚେରୀ ୧୧୯୧ ୧୬୬୭୭୩ ୧୯୬ ୧୯୬୫
୨୮ ପଞ୍ଜାବ ୫୩୩୬ ୭୪୭୧୦୧ ୧୭୮୦୦
୨୯ ରାଜସ୍ଥାନ ୧୬୧୩ ୧୨୮୧୧୧୫ ୨୦୮ ୯୫୭୭
୩୦ ସିକ୍କିମ୍ ୧୨୧୩ ୩୯୪୦୬ ୯୯ ୪୬୬
୩୧ ତାମିଲନାଡୁ ୧୫୮୪୩ ୩୪୭୬୫୨୩ ୨୩୨୪ ୩୮୦୩୨
୩୨ ତେଲେଙ୍ଗାନା ୪୭୧୧ ୮୦୪୯୫୦ ୬୨୭ ୪୧୧୧
୩୩ ତ୍ରିପୁରା ୨୩୮୦ ୧୦୧୪୨୩ ୨୯୩ ୯୨୫
୩୪ ଉତ୍ତରାଖଣ୍ଡ ୧୫୯୩ ୪୩୧୫୯୯ ୧୦୩ ୭୭୦୪
୩୫ ଉତ୍ତରପ୍ରଦେଶ ୨୭୨୮ ୨୦୭୨୬୦୬ ୩୯୦ ୨୩୫୫୯
୩୬ ପଶ୍ଚିମବଙ୍ଗ ୨୫୩୯୬ ୨୦୩୬୮୬୨ ୩୧୬୮ ୨୧୩୧୪
ମୋଟ ୧୫୨୨୦୦ ୪୩୨୧୦୫୨୨ ୧୮୧୪୩ ୫୨୬୦୩୩ ୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.