Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୬ ନୂଆ ଆକ୍ରାନ୍ତ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧ ମୃତ

31

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୦,୮୭୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୨,୨୮,୬୭୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୪୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୦୫,୬୨୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୩୨୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୦୭୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୪%

ଆରୋଗ୍ୟ ହୋଇଛନ୍ତି ୯୮.୪୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୨, ୧୭, ୬୬, ୬୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୬, ୮୨, ୩୯୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୨୭, ୫୯, ୮୧୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୩୯, ୭୫୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୪ ୧୦୨୧୨ ୧୧ ୧୨୯
ଆନ୍ଧ୍ରପ୍ରଦେଶ ୨୯୪୦ ୨୩୧୨୨୪୮ ୩୮୩ ୧୪୭୩୩
ଅରୁଣାଚଳ ପ୍ରଦେଶ ୩୬୧ ୬୪୬୮୦ ୨୬ ୨୯୬
ଆସାମ ୫୫୨୭ ୭୨୧୩୨୦ ୬୯୨ ୮୦୧୪
ବିହାର ୨୩୦୬ ୮୨୬୯୦୧ ୩୦୫ ୧୨୨୮୦
ଚଣ୍ଡିଗଡ଼ ୭୩୪ ୯୩୭୬୮ ୮୫ ୧୧୬୫
ଛତିଶଗଡ ୩୮୧୩ ୧୧୪୪୭୧୮ ୨୧୨ ୧୪୦୫୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୦୬
ଦିଲ୍ଲୀ ୨୬୯୬ ୧୯୧୯୪୯୫ ୫୨୦ ୨୬୩୦୧
୧୦ ଗୋଆ ୬୬୨ ୨୪୬୮୬୭ ୯୨ ୩୮୪୯
୧୧ ଗୁଜୁରାଟ ୫୭୧୪ ୧୨୩୧୮୧୩ ୫୯୮ ୧୦୯୬୦
୧୨ ହରିୟାଣା ୨୫୮୭ ୧୦୧୨୫୦୧ ୪୦୪ ୧୦୬୩୪
୧୩ ହିମାଚଳ ପ୍ରଦେଶ ୪୦୫୩ ୨୮୫୭୬୦ ୧୧୩ ୪୧୫୬
୧୪ ଜାମ୍ମୁ କାଶ୍ମୀର ୩୨୩୯ ୪୫୨୧୭୩ ୧୯୩ ୪୭୬୩
୧୫ ଝାଡଖଣ୍ଡ ୧୨୨୮ ୪୩୨୪୬୪ ୧୦୨ ୫୩୨୭
୧୬ କର୍ଣ୍ଣାଟକ ୯୧୬୨ ୩୯୪୬୪୮୪ ୮୩୭ ୪୦୧୩୨
୧୭ କେରଳ ୧୯୪୨୭ ୬୬୧୯୨୭୯ ୨୮୪୪ ୭୦୩୮୬ ୧୩
୧୮ ଲଦାଖ ୧୩୪ ୨୮୪୦୭ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୫୪୨ ୧୦୩୬୦୦୬ ୨୦୯ ୧୦୭୪୭
୨୧ ମହାରାଷ୍ଟ୍ର ୧୪୬୯୨ ୭୮୭୧୫୦୭ ୧୯୧୬ ୧୪୮୦୬୨
୨୨ ମଣିପୁର ୬୪୦ ୧୩୫୭୯୩ ୪୫ ୨୧୨୫
୨୩ ମେଘାଳୟ ୫୭୭ ୯୨୬୭୪ ୩୯ ୧୬୦୦
୨୪ ମିଜୋରାମ ୯୦୪ ୨୩୦୧୦୨ ୩୯ ୭୦୮
୨୫ ନାଗାଲାଣ୍ଡ ୯୨ ୩୪୮୩୪ ୭୬୭
୨୬ ଓଡ଼ିଶା ୬୭୧୫ ୧୨୯୦୬୬୩ ୧୬୯୩ ୯୧୩୨
୨୭ ପୁଡୁଚେରୀ ୧୨୯୪ ୧୬୬୮୩୨ ୫୯ ୧୯୬୫
୨୮ ପଞ୍ଜାବ ୫୭୪୯ ୭୪୭୧୦୧ ୧୭୮୦୪
୨୯ ରାଜସ୍ଥାନ ୧୬୨୨ ୧୨୮୧୩୧୯ ୨୦୪ ୯୫୭୭
୩୦ ସିକ୍କିମ୍ ୧୨୧୭ ୩୯୫୨୧ ୧୧୫ ୪୬୮
୩୧ ତାମିଲନାଡୁ ୧୫୪୦୯ ୩୪୭୮୯୦୨ ୨୩୭୯ ୩୮୦୩୨
୩୨ ତେଲେଙ୍ଗାନା ୪୬୩୦ ୮୦୫୫୬୨ ୬୧୨ ୪୧୧୧
୩୩ ତ୍ରିପୁରା ୨୩୬୬ ୧୦୧୫୩୫ ୧୧୨ ୯୨୬
୩୪ ଉତ୍ତରାଖଣ୍ଡ ୧୬୯୭ ୪୩୧୬୩୭ ୩୮ ୭୭୦୪
୩୫ ଉତ୍ତରପ୍ରଦେଶ ୨୭୬୭ ୨୦୭୨୯୮୬ ୩୮୦ ୨୩୫୬୦
୩୬ ପଶ୍ଚିମବଙ୍ଗ ୨୪୩୨୯ ୨୦୩୯୭୪୦ ୨୮୭୮ ୨୧୩୨୦
ମୋଟ ୧୫୦୮୭୭ ୪୩୨୨୮୬୭୦ ୧୮୧୪୮ ୫୨୬୦୭୪ ୪୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.