Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ନୂଆ ଆକ୍ରାନ୍ତ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୩୦ ମୃତ

51

ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ଦେଶରେ ଆଜି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୪,୧୨୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୫,୨୫,୦୮୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୯,୧୫୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୨୨,୨୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୨୮୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୩,୦୪୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୩%

ଆରୋଗ୍ୟ ହୋଇଛନ୍ତି ୯୭.୫୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୬, ୬୪, ୮୮, ୪୩୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୬, ୩୬, ୩୩୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୦, ୦୩, ୦୦, ୮୪୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୭୩, ୭୫୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୫୯୪୪ ୧୯୬୭୪୭୨ ୧୮୧୫ ୧୩୬୮୬ ୧୫
ଅରୁଣାଚଳ ପ୍ରଦେଶ ୧୬୮୫ ୪୯୮୬୦ ୨୨୦ ୨୫୪
ଆସାମ ୮୩୭୨ ୫୬୮୧୩୭ ୧୦୨୪ ୫୫୨୮ ୧୫
ବିହାର ୧୮୮ ୭୧୫୬୯୭ ୩୨ ୯୬୪୯
ଚଣ୍ଡିଗଡ଼ ୪୪ ୬୧୧୯୦ ୮୧୧
ଛତିଶଗଡ ୯୭୪ ୯୮୯୪୧୧ ୧୨୭ ୧୩୫୪୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୯
ଦିଲ୍ଲୀ ୪୨୭ ୧୪୧୧୬୮୮ ୭୬ ୨୫୦୭୭
୧୦ ଗୋଆ ୮୮୦ ୧୬୮୭୦୫ ୮୩ ୩୧୭୮
୧୧ ଗୁଜୁରାଟ ୧୮୬ ୮୧୪୯୭୨ ୧୬ ୧୦୦୭୮
୧୨ ହରିୟାଣା ୬୬୬ ୭୫୯୯୩୮ ୧୪ ୯୬୬୨
୧୩ ହିମାଚଳ ପ୍ରଦେଶ ୨୭୩୩ ୨୦୪୬୮୯ ୨୩୨ ୩୫୫୮
୧୪ ଜାମ୍ମୁ କାଶ୍ମୀର ୧୧୨୫ ୩୧୮୧୫୭ ୧୩୨ ୪୪୦୦
୧୫ ଝାଡଖଣ୍ଡ ୨୨୫ ୩୪୨୩୧୦ ୨୪ ୫୧୩୨
୧୬ କର୍ଣ୍ଣାଟକ ୨୧୨୯୨ ୨୮୭୪୮୩୯ ୧୫୫୮ ୩୭୦୬୧ ୨୨
୧୭ କେରଳ ୧୭୮୨୧୨ ୩୫୪୮୧୯୬ ୧୮୭୩୧ ୧୯୦୪୯ ୧୭୯
୧୮ ଲଦାଖ ୭୯ ୨୦୧୮୬ ୨୦୭
୧୯ ଲକ୍ଷଦୀପ ୩୬ ୧୦୨୧୨ ୫୧
୨୦ ମଧ୍ୟପ୍ରଦେଶ ୯୩ ୭୮୧୪୫୫ ୧୧ ୧୦୫୧୫
୨୧ ମହାରାଷ୍ଟ୍ର ୬୧୫୬୮ ୬୨୦୯୩୬୪ ୮୧୯୬ ୧୩୫୪୧୩ ୧୫୮
୨୨ ମଣିପୁର ୫୫୦୬ ୧୦୨୦୮୩ ୫୭୮ ୧୭୨୮
୨୩ ମେଘାଳୟ ୩୪୦୫ ୬୭୯୯୯ ୪୧୮ ୧୨୫୨ ୧୨
୨୪ ମିଜୋରାମ ୮୨୩୦ ୪୨୦୧୯ ୧୩୩୮ ୧୮୮
୨୫ ନାଗାଲାଣ୍ଡ ୧୦୫୬ ୨୭୬୬୭ ୮୮ ୬୦୮
୨୬ ଓଡ଼ିଶା ୮୭୪୪ ୯୮୧୩୧୬ ୮୪୫ ୭୦୮୬ ୬୫
୨୭ ପୁଡୁଚେରୀ ୯୩୩ ୧୧୯୮୦୪ ୭୪ ୧୮୦୫
୨୮ ପଞ୍ଜାବ ୫୪୫ ୫୮୩୧୭୦ ୫୦ ୧୬୩୪୫
୨୯ ରାଜସ୍ଥାନ ୧୫୩ ୯୪୪୮୬୨ ୧୯ ୮୯୫୪
୩୦ ସିକ୍କିମ୍ ୧୮୫୯ ୨୬୭୫୯ ୨୭୪ ୩୬୩
୩୧ ତାମିଲନାଡୁ ୨୦୦୮୩ ୨୫୩୯୫୪୦ ୧୯୦୮ ୩୪୬୧୦ ୩୧
୩୨ ତେଲେଙ୍ଗାନା ୬୯୧୨ ୬୪୨୮୬୫ ୪୪୯ ୩୮୪୯
୩୩ ତ୍ରିପୁରା ୧୫୦୩ ୭୯୪୫୦ ୮୪ ୭୮୪
୩୪ ଉତ୍ତରାଖଣ୍ଡ ୩୩୧ ୩୩୪୯୬୩ ୨୯ ୭୩୭୪
୩୫ ଉତ୍ତରପ୍ରଦେଶ ୪୧୯ ୧୬୮୫୮୧୯ ୩୪ ୨୨୭୮୭
୩୬ ପଶ୍ଚିମବଙ୍ଗ ୯୭୧୫ ୧୫୧୨୨୧୮ ୬୬୦ ୧୮୩୨୫
ମୋଟ ୩୬୪୧୨୯ ୩୧୫୨୫୦୮୦ ୩୯୧୫୭ ୪୩୩୦୪୯ ୫୩୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.