Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୦୮ ନୂଆ ଆକ୍ରାନ୍ତ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ

21

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୩,୩୮୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୩,୩୦,୪୪୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୦,୯୫୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦,୦୦,୧୩୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୦୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୩୧୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୩%

ଆରୋଗ୍ୟ ହୋଇଛନ୍ତି ୯୮.୪୮%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୩, ୯୪, ୩୩, ୪୮୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୩, ୮୭, ୧୭୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୪୮, ୧୧, ୧୯୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୦୪, ୩୯୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୨ ୧୦୨୫୬ ୧୦ ୧୨୯
ଆନ୍ଧ୍ରପ୍ରଦେଶ ୨୩୩୫ ୨୩୧୪୩୪୯ ୩୪୫ ୧୪୭୩୩
ଅରୁଣାଚଳ ପ୍ରଦେଶ ୫୦୫ ୬୪୯୪୮ ୫୧ ୨୯୬
ଆସାମ ୫୬୨୧ ୭୨୪୭୯୦ ୬୬୨ ୮୦୧୫
ବିହାର ୧୪୨୫ ୮୨୯୩୩୦ ୩୩୮ ୧୨୨୮୪
ଚଣ୍ଡିଗଡ଼ ୮୬୯ ୯୪୨୧୮ ୧୨୬ ୧୧୬୯
ଛତିଶଗଡ ୩୨୭୬ ୧୧୪୭୬୮୫ ୬୨୮ ୧୪୦୬୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୧୩
ଦିଲ୍ଲୀ ୩୮୪୪ ୧୯୨୩୦୨୩ ୯୨୬ ୨୬୩୦୮
୧୦ ଗୋଆ ୮୧୩ ୨୪୭୨୫୧ ୧୦୫ ୩୮୫୧
୧୧ ଗୁଜୁରାଟ ୬୨୧୮ ୧୨୩୬୦୩୧ ୯୦୨ ୧୦୯୬୮
୧୨ ହରିୟାଣା ୨୯୫୧ ୧୦୧୫୧୪୫ ୪୯୨ ୧୦୬୪୦
୧୩ ହିମାଚଳ ପ୍ରଦେଶ ୫୩୯୧ ୨୮୮୯୦୦ ୭୭୭ ୪୧୫୯
୧୪ ଜାମ୍ମୁ କାଶ୍ମୀର ୪୪୬୮ ୪୫୪୧୨୩ ୫୭୨ ୪୭୬୮
୧୫ ଝାଡଖଣ୍ଡ ୧୧୦୭ ୪୩୩୩୪୬ ୧୮୫ ୫୩୨୭
୧୬ କର୍ଣ୍ଣାଟକ ୯୮୬୬ ୩୯୫୩୭୭୬ ୧୩୯୫ ୪୦୧୪୩
୧୭ କେରଳ ୧୬୦୧୫ ୬୬୩୧୩୯୦ ୨୫୪୦ ୭୦୪୫୧
୧୮ ଲଦାଖ ୧୩୩ ୨୮୫୦୧ ୧୯ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୫୯୨ ୧୦୩୭୦୮୯ ୨୩୩ ୧୦୭୫୪
୨୧ ମହାରାଷ୍ଟ୍ର ୧୩୧୮୬ ୭୮୮୨୨୩୬ ୨୪୭୦ ୧୪୮୦୯୭
୨୨ ମଣିପୁର ୬୧୫ ୧୩୬୨୪୦ ୭୩ ୨୧୨୯
୨୩ ମେଘାଳୟ ୬୯୭ ୯୨୯୮୩ ୭୭ ୧୬୦୫
୨୪ ମିଜୋରାମ ୧୦୧୩ ୨୩୦୮୭୯ ୧୨୭ ୭୧୦
୨୫ ନାଗାଲାଣ୍ଡ ୧୦୨ ୩୪୮୯୪ ୧୬ ୭୬୯
୨୬ ଓଡ଼ିଶା ୫୭୦୪ ୧୨୯୬୨୯୩ ୧୧୩୬ ୯୧୩୮
୨୭ ପୁଡୁଚେରୀ ୮୨୫ ୧୬୭୮୭୫ ୧୯୪ ୧୯୬୫
୨୮ ପଞ୍ଜାବ ୮୧୮୦ ୭୪୭୧୦୧ ୧୭୮୧୨
୨୯ ରାଜସ୍ଥାନ ୧୭୬୦ ୧୨୮୨୩୮୭ ୩୯୨ ୯୫୭୮
୩୦ ସିକ୍କିମ୍ ୧୦୫୯ ୪୦୪୭୪ ୨୧୪ ୪୭୦
୩୧ ତାମିଲନାଡୁ ୧୩୫୧୦ ୩୪୮୯୬୮୯ ୨୦୦୪ ୩୮୦୩୨
୩୨ ତେଲେଙ୍ଗାନା ୫୧୭୦ ୮୦୯୦୦୯ ୭୩୯ ୪୧୧୧
୩୩ ତ୍ରିପୁରା ୧୯୯୯ ୧୦୩୩୮୦ ୨୧୭ ୯୨୯
୩୪ ଉତ୍ତରାଖଣ୍ଡ ୨୧୧୩ ୪୩୨୬୦୮ ୧୬୪ ୭୭୦୭
୩୫ ଉତ୍ତରପ୍ରଦେଶ ୨୯୬୬ ୨୦୭୪୯୫୮ ୪୧୦ ୨୩୫୬୫
୩୬ ପଶ୍ଚିମବଙ୍ଗ ୧୮୦୦୩ ୨୦୫୨୪୧୨ ୨୪୧୮ ୨୧୩୫୨
ମୋଟ ୧୪୩୩୮୪ ୪୩୩୩୦୪୪୨ ୨୦୯୫୮ ୫୨୬୩୧୨ ୪୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.