Home Coronavirus Outbreak ଦେଶରେ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସପ୍ତାହବ୍ୟାପୀ ‘ଭାରତ ପଢ଼େ ଅନଲାଇନ’ ଅଭିଯାନ...

ଦେଶରେ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସପ୍ତାହବ୍ୟାପୀ ‘ଭାରତ ପଢ଼େ ଅନଲାଇନ’ ଅଭିଯାନ ଆରମ୍ଭ କଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ

828

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଦେଶରେ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ରହିଥିବା ବାଧା ଦୂର କରିବା ଏବଂ ଡିଜିଟାଲ ଶିକ୍ଷାଦାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପରାମର୍ଶ/ସମାଧାନ ଖୋଜିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରୁ ଶ୍ରେଷ୍ଠ ଉପାୟ ଆହ୍ଵାନ କରାଯାଉଛି। #BharatPadheOnline ଟ୍ୟାଗକୁ ବ୍ୟବହାର କରିବା ସହିତ @HRDMinistry ଏବଂ @DrRPNishank ନୋଟିଫାଏ କରି କିମ୍ବା [email protected] ଇମେଲ ଜରିଆରେ ୧୬ ଏପ୍ରିଲ ୨୦୨୦ ସୁଦ୍ଧା ଏହି ଉପାୟ ଶେୟାର କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.