Home କେନ୍ଦୁଝର ଦୁର୍ଘଟଣାରେ ଜଳିଗଲା ବାଇକ, ଆରୋହୀ ମୃତ

ଦୁର୍ଘଟଣାରେ ଜଳିଗଲା ବାଇକ, ଆରୋହୀ ମୃତ

60

ହାଟଡ଼ିହି-୩୦ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ୨୦ନମ୍ବର ଜାତୀୟ ରାଜପଥର କଲରାଗଡିଆ ନିକଟରେ ଆଜି ସନ୍ଧ୍ୟା ୬ଟା ୩୦ମିନିଟ ସମୟରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ ବାଇକଟି ସମ୍ପୁର୍ଣ୍ଣ ଜଳିଯାଇଛି । ବାଇକଟି ଦ୍ରୁତ ଗତିରେ ରଙ୍ଗରୁଟରେ ଆସି ଏକ ଦଶଚକିଆ ଟ୍ରକ ସହିତ ଧକ୍କା ହେବାପରେ ଏପରି ଘଟିଛି । ଘସିପୁରା ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.