Home ଅପରାଧ ଦୁଇ ପରିବାର ମଧ୍ୟରେ ମାରପିଟ, ୨ ମାମଲା ରୁଜ୍ଜୁ, ୩ କୋର୍ଟ ଚାଲାଣ

ଦୁଇ ପରିବାର ମଧ୍ୟରେ ମାରପିଟ, ୨ ମାମଲା ରୁଜ୍ଜୁ, ୩ କୋର୍ଟ ଚାଲାଣ

103

ଭୁବନେଶ୍ୱର/ଯାଜପୁର୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର ଛୋଟରାୟପୁର ଗ୍ରାମରେ ଦୁଇ ଦଳିତ ପରିବାର ମଧ୍ୟରେ ମାରପିଟ ଘଟରାରେ ୨ଟି ମାମଲା ରୁଜ୍ଜୁ କରାଯାଇ ଉଭୟ ପକ୍ଷରୁ ୩ ଜରଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶଯେ ଛୋଯରାୟପୁର ଗ୍ରାମର କୈଳାସ ମଳିକ ଓ କୁଳମଣି ଯେନା ପରିବାର ମଧ୍ୟରେ ମାରପିଟ ହୋଇଥିଲା । ପରିସ୍ଥିତ ଅସମ୍ଭାଳ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳେ ପୁଲିସ ପହଂଚି ଗଣ୍ଡଗୋଳ ବନ୍ଦ କରିବା ସହ ୩ ଜଣଙ୍କୁ ଧରିଥିଲା । ଏନେଇ ଉଭୟ ପକ୍ଷ ଅଭିଯୋଗ କରିଥବଲେ । ୧୮୮/୧୯ ମାମଲାରେ କୈଳାସ ମଳିକ ଓ ତାଙ୍କ ପୁଅ କେଶବ ଓ ଅନ୍ୟପକ୍ଷର କୁଳମଣି ଓରଫ ବାପି ଯେନାଙ୍କୁ କେଶ ନମ୍ବର ୧୮୯/୧୯ ଦଫା ୩୪୧,୨୯୪,୩୨୩,୪୪୮କାର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.