Home ଅନୁଗୁଳ ତାଳଚେରରେ ଜଣେ କରୋନା ପଜିଟିଭ ଚିହ୍ନଟ

ତାଳଚେରରେ ଜଣେ କରୋନା ପଜିଟିଭ ଚିହ୍ନଟ

286

ତାଳଚେର,୨୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ପ୍ରଥମ ଥର ପାଇଁ ତାଳଚେର ଅଂଚଳରୁ ଆଜି ଜଣେ ୧୮ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଉକ୍ତ ଯୁବକ ଜଣକ ଭୂବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତା’ର ସ୍ୱାବ ପରୀକ୍ଷା ପରେ ପଜିଟିଭ ଆସିଥିବାର ଜଣାପଡ଼ିଛି । ଏଥିସହିତ ଅନୁଗୋଳ ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୬ରେ ପହଂଚିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.