Home କନ୍ଧମାଳ ଟିକାବାଲି ଠାରେ ମୋଟର ଚାଳକ ସଙ୍ଘ ତରଫରୁ ସଚେତନ କାର୍ଯ୍ୟକ୍ରମ

ଟିକାବାଲି ଠାରେ ମୋଟର ଚାଳକ ସଙ୍ଘ ତରଫରୁ ସଚେତନ କାର୍ଯ୍ୟକ୍ରମ

202

ବାଲିଗୁଡା ୨୫-୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଠାରେ ଓଡିଶା ମୋଟର ଚାଳକ ସଙ୍ଘ ତରଫରୁ ଏକ ଚାଳକ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲାର ସମସ୍ତ ଶାଖାର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ। ଏଥିରେ ଟିକାବାଲି ସଭାପତି ରମାକାନ୍ତ ବିଶୋଇ ଓ ସମ୍ପାଦକ ଶ୍ରୀକାନ୍ତ ଭୋଇ ବାଲିଗୁଡା ସଭାପତି ଅଭିରାମ ଦିଗାଳ, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ପ୍ରଧାନ କନ୍ଧମାଳ ଜିଲ୍ଲାର ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇ ଗାଡ଼ି ଚାଳକ ମାନଙ୍କୁ ନିଶା ନିବାରଣ ସମ୍ପର୍କିତ ଟ୍ରାଫିକ ନିୟମ ଅନୁସାରେ ଗାଡ଼ି ଚଳାଚଳ କରିବା ପାଇଁ ସମସ୍ତ ଚାଳକ ମାନଙ୍କୁ ସଚେତନତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.