Home ଜିଲ୍ଲା ପରିକ୍ରମା ଝୁଟୁଣା ବେଆଇନ ବାଲି ପରିବହନକାରୀ ରାସ୍ତା କାଟିଲେ ତହସିଲଦାର

ଝୁଟୁଣା ବେଆଇନ ବାଲି ପରିବହନକାରୀ ରାସ୍ତା କାଟିଲେ ତହସିଲଦାର

50

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଝୁଟୁଣାରୁ ବେଆଇନ ବାଲି ପରିବହନ ପାଇଁ ନିର୍ମାଣ କରାଯାଇଥିବା ଭିନ୍ନ ଏକ ରାସ୍ତାକୁ ଗତକାଲି ରାତ୍ରରେ ତହସିଲଦାର ସରୋଜକାନ୍ତ ନାୟକ ଓ ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ଧଳ ଜେସିବି ମେସିନ ସହାୟତାରେ ଟ୍ରେଞ୍ଚଖୋଳି କାଟି ଦେଇଥିବା ଜଣାଯାଇଛି। ପୂର୍ବରୁ ଗୋଟଏ ରାସ୍ତାକୁ ତହସିଲଦାର ଅନୁରୂପ ଭାବେ ଟ୍ରେଞ୍ଚ ଖୋଳି କାଟି ଦେଇଥିଲେ। ମାତ୍ର ବାଲି ଉଠାଣ ଓ ପରିବହନ ବନ୍ଦ ନହେବାରୁ ଆଉ ଏକ ପରିବହନକାରୀ ରାସ୍ତାକୁ କାଟି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.