Home ଅପରାଧ ଝାରସୁଗୁଡ଼ା ରେ ପୋଲିସର ଏନକାଉଣ୍ଟର, କୁଖ୍ୟାତ ଅପରାଧି ଗୁରୁତର

ଝାରସୁଗୁଡ଼ା ରେ ପୋଲିସର ଏନକାଉଣ୍ଟର, କୁଖ୍ୟାତ ଅପରାଧି ଗୁରୁତର

84

ଝାରସୁଗୁଡ଼ା,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଛୁଆଳିବେର୍ଣାଠାରେ ପୋଲିସ ଏନକାଉଣ୍ଟର ହୋଇଛି । ସୂଚନା ଅନୁସାରେ,  ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦଙ୍କୁ ଏନକାଉଣ୍ଟର କରିଛି ବ୍ରଜରାଜନଗର ପୋଲିସ ।  ଯାହା ଫଳରେ ବିନୋଦର ଗୋଡ଼ରେ ଗୁଳି ବାଜିଛି । ତେବେ ଗତକାଲି ରାତି ୩ ଟାରେ ପୋଲିସ ଏହି ଏନକାଉଣ୍ଟର କରିଛି । ଗୁରୁତର ଅବସ୍ଥାରେ ବିନୋଦ ହସ୍ପିଟାଲରେ ଭର୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.