Home କେନ୍ଦୁଝର ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରେସନ ସାମଗ୍ରୀ ଓ ବସ୍ତ୍ର ବଣ୍ଟନ

ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରେସନ ସାମଗ୍ରୀ ଓ ବସ୍ତ୍ର ବଣ୍ଟନ

54

ହାଟଡ଼ିହି, ୩/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗେଡମା ପଞ୍ଚାୟତର ଜଳସରପୁର ଓ ସାହାପୁର ଗ୍ରାମରେ ୧୫୦ରୁ ଉର୍ଦ୍ଧ ଗରିବ ପରିବାରଙ୍କୁ ରେସନ ସାମଗ୍ରୀ ଓ ନୁତନ ବସ୍ତ୍ର ବଣ୍ଟନ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଉମାକାନ୍ତ ରାଉତ, ଅର୍ଜୁନ ଖଣ୍ଡା, ସୁଶାନ୍ତ ସାମଲ, ଜ୍ୟୋତିପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କରୋନା ପାଇଁ ସାମାଜିକ ସେବା କାର୍ଯ୍ୟକ୍ରମ କିଛିଦିନ ପାଇଁ ବନ୍ଦ ଥିବାବେଳେ ପୁନଶ୍ଚ ସେବା କାର୍ଯ୍ୟ ଆରମ୍ଭ କରାଯାଇଛି ଓ ପୁର୍ବପରି ଏହା ଚାଲୁ ରହିବ ବୋଲି ଅଧକ୍ଷା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.