Home କୋରାପୁଟ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ବୁଦ୍ଧିଜୀବୀ ସମୂହ ସୁନ୍ଦର କୋରାପୁଟ ସବୁଜ କୋରାପୁଟ ଗଠିତ

ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ବୁଦ୍ଧିଜୀବୀ ସମୂହ ସୁନ୍ଦର କୋରାପୁଟ ସବୁଜ କୋରାପୁଟ ଗଠିତ

26

 

କୋରାପୁଟ ୨୩-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ଏକ ବୁଦ୍ଧିଜୀବୀ ସମୂହ ସୁନ୍ଦର କୋରାପୁଟ ସବୁଜ କୋରାପୁଟ ଗଠିତ ହୋଇଥିବା ଜଣାପଡିଛି ।ଡୁମୁରିପୁଟ ରାମ ମନ୍ଦିର ପରୁସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଭିତିଭୂମି , ଗୁଣାତ୍ମକ ଶିକ୍ଷା ଓ ରୋଜଗାର ସଂପର୍କରେ ସଂଗଠନ କାର୍ଯ୍ୟ କରିବ ବୋଲି ଦେବ କୁମାର ଗୈାଡ ସୂଚନା ଦେଇଛନ୍ତି । ଏହି ବୈଠକରେ କର୍ପୁର ହନ୍ତାଲ ,ଦିବ୍ୟାନନ୍ଦ ନାଉଡିଆ ,ଚିକୁ ଦାସ ,ମାୟା କିରସାନି ,ଅଶୋକ ନାୟକ ,ଦୁର୍ଯୋଧନ ଗୈାଡ ଓ ଅଶୋକ ବିଷୋୟୀ ପ୍ରମୁଖ ଯୋଗଦେଇ ଜିଲ୍ଲା ବିକାଶ ନିମନ୍ତେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.