Home Coronavirus Outbreak ଜିଲ୍ଲାରେ ଡୋରଷ୍ଟେପ ରାସନ ସାମଗ୍ରୀ ଯୋଗାଣ ଆରମ୍ଭ

ଜିଲ୍ଲାରେ ଡୋରଷ୍ଟେପ ରାସନ ସାମଗ୍ରୀ ଯୋଗାଣ ଆରମ୍ଭ

942

କେନ୍ଦ୍ରାପଡା ୨୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଡୋର ଷ୍ଟେପ ରାସନ ସାମଗ୍ରୀ ଯୋଗାଣ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଗତକାଲି ଆଳି, ରାଜକନିକା ଓ ଡେରାନିଶି ବ୍ଲକରେ ରାସନକାର୍ଡଧାରୀମାନଙ୍କୁ ସେମାନଙ୍କ ଘରେ ୪ମାସର ରାସନ (ଚାଉଳ ଓ ଗହମ) ଯୋଗାଇଦିଆଯାଇଥିବା ବେଳେ ଆଜି କେନ୍ଦ୍ରାପଡା, ରାଜନଗର, ମହାକାଳପଡା, ଗରଦପୁର, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ବ୍ଲକ ସହିତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳରେ ରାସନକାର୍ଡଧାରୀମାନଙ୍କୁ ୪ମାସର ରାସନ ସାମଗ୍ରୀ ସେମାନଙ୍କ ଘର ନିକଟରେ ଯୋଗାଇଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.