Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ଚିହ୍ନଟ ହେଲେ ୪୬୪ ଆକ୍ରାନ୍ତ

ଜିଲ୍ଲାରୁ ଚିହ୍ନଟ ହେଲେ ୪୬୪ ଆକ୍ରାନ୍ତ

60

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୪୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ହୋଇଛି ୧୬ ହଜାର ୩୭୩ । ସୁସ୍ଥ ହୋଇଛନ୍ତି ୧୩ ହଜାର ୫୦୩ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୮୩୭ଜଣ । ଚିହ୍ନଟ ନୂତନ ଆକ୍ରାନ୍ତ ଭଦ୍ରକ ପୌରପାଳିକାରୁ ୭୫ଜଣ, ଚାନ୍ଦବାଲି ଏନ୍‌ଏସିରୁ ୩ଜଣ, ବନ୍ତ ବ୍ଲକରୁ ୬୭ଜଣ, ବାସୁଦେବପୁର ପୌରପାଳିକାରୁ ୭ଜଣ, ଭଦ୍ରକ ଜିଲ୍ଲାର ଲୋକ ମାତ୍ର ଅନ୍ୟ ଜିଲ୍ଳାର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସା ହେବା ସମୟରେ ଚିହ୍ନଟ ହୋଇଛନ୍ତି ୧୪ଜଣ, ଭଦ୍ରକ ବ୍ଲକରୁ ୬୧ଜଣ, ଧାମନଗର ଏନ୍‌ଏସିରୁ ୭ଜଣ, ଧାମନଗର ବ୍ଲକରୁ ୨୧ଜଣ, ବାସୁଦେବପୁର ବ୍ଲକରୁ ୨୨ଜଣ, ଭଣ୍ଡାରିପୋଖରୀ ବ୍ଳକରୁ ୬୪ଜଣ, ଚାନ୍ଦବାଲି ବ୍ଳକରୁ ୧୬ଜଣ, ତିହିଡ଼ି ବ୍ଳକରୁ ୮୭ଜଣ, ଅନ୍ୟ ଜିଲ୍ଲାର ଲୋକ ଭଦ୍ରକରେ ଚିହ୍ନଟ ହୋଇଛନ୍ତି ୨୦ଜଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.