Home ଓଡ଼ିଶା ଜିଲ୍ଲାପାଠଗାର ଉନ୍ନତି କରଣ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଜିଲ୍ଲାପାଠଗାର ଉନ୍ନତି କରଣ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

30

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଂସ୍କୃତି ଭବନ ନିକଟରେ ଥିବା ଜିଲ୍ଲା ପାଠଗାର କୁ ଆଜି ଜିଲ୍ଲାପାଳ ବୀଶାଲ ସିଂ ପରିଦର୍ଶନ କରିଛନ୍ତି । ଏହି ପାଠାଗାରରେ ନୂଆ ନୂଆ ବିଭିନ୍ନ ପୁସ୍ତକ,ପାଠକ ମାନଙ୍କ ପାଇଁ ସବୁ ପ୍ରକାର ସୁ ବ୍ୟବସ୍ଥା ସହିତ ପାଠାଗାର କିପରି ଉନ୍ନତି କରଣ ସହ ପୁନ୍ନଉଦ୍ଧାର ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ସମୀକ୍ଷାକରିଛନ୍ତି । ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋର୍ତିମୟୀ ଆଚାର୍ଯ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.