Home ଅପରାଧ ଜାତୀୟ ଲୋକ ଅଦାଲତ ୧୯ ତାରିଖରେ

ଜାତୀୟ ଲୋକ ଅଦାଲତ ୧୯ ତାରିଖରେ

43

ଯାଜପୁର ୧୫ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଲୋକ ଅଦାଲତ ଯାଜପୁର ସହର ସ୍ଥିତ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୯ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତରେ ବିଭିନ୍ନ ମକଦ୍ଦମାର ଫଏସଲା କରାଯିବ। ଏଥିରେ ବିଭିନ୍ନ ବକେୟା ମାମଲା ଗୁଡିକର ତ୍ୱରିତ ବିଚାର କରାଯିବାର ବ୍ୟବସ୍ଥା କରାଯିବ। ଏହାର ସଫଳ ରୂପାୟନ ନିମନ୍ତେ ଆଇନ ସେବା ପ୍ରାଧିକରଣର ସଂପାଦକ ଅବଗତ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.