Home ଓଡ଼ିଶା ଜଲଦି ଓଡ଼ିଶା ଆସିବେ ଜଗାବଳିଆ

ଜଲଦି ଓଡ଼ିଶା ଆସିବେ ଜଗାବଳିଆ

508

କଟକ, ୦୨/୦୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କଟକ ଏସସିବିରେ ଜଗା ବଳିଆଙ୍କ ଚିକିତ୍ସା ହେବ । ବହୁତ ଶୀଘ୍ର ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ ଜଗା ବଳିଆ । ପରେ ସ୍ଥାନାନ୍ତର ହେବା ପରେ ସେମାନେ କଟକ ଏସସିବିରେ ସେମାନେ ରହିବେ ବୋଲି ସୂଚନା ମିଳିଛି ।

ତେବେ ଜଗା ଓ ବଳିଆଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ମନା କରିବା ପରେ କଟକ ଏସସିବିରେ ଚିକିତ୍ସା କରବିା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ସେମାନଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ । ଚିକିତ୍ସା ପାଇଁ ରାଜ୍ୟ ସରକାର ଏସସିବି ଡାକ୍ତରଙ୍କ ସହ କଥା ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏନେଇ ଆଜି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.