Home ଓଡ଼ିଶା ଜରୁରି ଚିକିତ୍ସା ସରଞ୍ଜାମ ପରିବହନ କରିବା ଲାଗି ୧୮୦ରୁ ଅଧିକ ଲାଇଫଲାଇନ ଉଡ଼ାନ ବିମାନ ୧,... ଓଡ଼ିଶାଜାତୀୟ ଜରୁରି ଚିକିତ୍ସା ସରଞ୍ଜାମ ପରିବହନ କରିବା ଲାଗି ୧୮୦ରୁ ଅଧିକ ଲାଇଫଲାଇନ ଉଡ଼ାନ ବିମାନ ୧, ୬୬, ୦୦୦ କିମି ଅତିକ୍ରମ କଲା By Bureau - April 12, 2020 507 Total0 0 0 0 0 ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କୋଭିଡ଼-୧୯ ଲକଡାଉନ ସମୟରେ ଉଡ଼ାନ ଅନ୍ତର୍ଗତ ଏୟାର ଇଣ୍ଡିଆ ଓ ଆଲାଏନ୍ସ ଏୟାରର ୧୧୪ଟି ବିମାନ ଚଳାଚଳ କରିଛି। ସେହିପରି ଭାରତୀୟ ବାୟୁସେନା ଓ ଘରୋଇ ବିମାନଗୁଡ଼ିକର ୫୮ଟି ବିମାନ ଜରିଆରେ ୨, ୬୭୫ ଟନ ସାମଗ୍ରୀ ପରିବହନ ହୋଇଛି। Tweet Total0 0 0 0 0