Home ଜିଲ୍ଲା ପରିକ୍ରମା ଜଙ୍ଗଲ ନିଆଁ ସମ୍ପର୍କରେ ଜିଲାପାଳଙ୍କ ସଚେତନତା

ଜଙ୍ଗଲ ନିଆଁ ସମ୍ପର୍କରେ ଜିଲାପାଳଙ୍କ ସଚେତନତା

28

ନୟାଗଡ଼, ୧୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ପରିସ୍ଥିତି ଅଣଆୟତ୍ତ ହୋଇପଡ଼ିଛି। ବନ ବିଭାଗ ଏହାକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ଜିଲ୍ଲାପାଳ ଡ.ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ ଓ ବନ୍ୟପ୍ରାଣୀ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା ଜଙ୍ଗ୍‌ଲରେ ନିଆଁକୁ ଲିଭାଇବା ସମ୍ପର୍କରେ ଏକ ଭିଡିଓ ବାର୍ତ୍ତାରେ ଲୋକମାନଙ୍କୁ ସଚେତନତା କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.