Home ଅପରାଧ ଜଙ୍ଗଲରୁ ମିଳିଲା ଗୋରୁଙ୍କ ଅବଶେଷ: ପୂରା ଥାନାର ଷ୍ଟାଫ୍ ସସପେଣ୍ଡ!

ଜଙ୍ଗଲରୁ ମିଳିଲା ଗୋରୁଙ୍କ ଅବଶେଷ: ପୂରା ଥାନାର ଷ୍ଟାଫ୍ ସସପେଣ୍ଡ!

896

ନୂଆଦିଲ୍ଲୀ: ଗାଁ ନିକଟ ଜଙ୍ଗଲରୁ ମୃତ ଗୋରୁଙ୍କ ଅବଶେଷ ମିଳିବାରୁ ସେହି ଜଙ୍ଗଲ ଯେଉଁ ଥାନା ଅନ୍ତର୍ଗତ ସେହି ଥାନାର ସମସ୍ତ ଷ୍ଟାଫଙ୍କୁ ସସ୍ପେଣ୍ଡ କରି ଦିଆଯାଇଛି।ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ।ଉତ୍ତରପ୍ରଦେଶର ବାଗପତ ଗାଁ ନିକଟ ଜଙ୍ଗଲରୁ ମୃତ ଗୋରୁଙ୍କର ମୁଣ୍ଡ, ଅନ୍ୟାନ୍ୟ ଅଙ୍ଗ ଆଦି ଅବଶେଷ ମିଳିବା ପରେ ପୁଲିସ ଅଧିକ୍ଷକ ସେହି ଥାନାର ସମସ୍ତ ଷ୍ଟାଫଙ୍କୁ ନିଲମ୍ବିତ କରିଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜିରୋ ଟଲରେନ୍ସ ପଲିସି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଏସପି କହିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.