Home Top News ଜଗତପୁରରେ ନକଲି ସିମେଣ୍ଟ କାରଖାନାରେ ଚଢ଼ାଉ, ବ୍ୟାପକ ନକଲି ସିମେଣ୍ଟ ଜବତ

ଜଗତପୁରରେ ନକଲି ସିମେଣ୍ଟ କାରଖାନାରେ ଚଢ଼ାଉ, ବ୍ୟାପକ ନକଲି ସିମେଣ୍ଟ ଜବତ

60

କଟକ, ୩/୧ (ଓଡ଼ିଆ ପୁଅ/ଅଭୟ ଜେନା )କଟକ ଜଗତପୁରଥାନା ଚମ୍ପତିଠାରେ ନକଲି ସିମେଣ୍ଟ ପ୍ରସ୍ତୁତ କରୁଥିବା ଏକ କାରଖାନାକୁ ପୋଲିସ ଠାବ କରିବାପରେ ଏହାକୁ ସିଲ କରାଯାଇଛି।ଏହି ନିମ୍ନମାନର ଭେଜାଲ ସିମେଣ୍ଟ ଏଠାରୁ ବିକ୍ରି ପାଇଁ ପଠାଯାଇଥାଏ। ଏହି କାରଖାନାରୁ ଠିକାଦାରମାନଙ୍କୁ ସିମେଣ୍ଟ ଚାଲାଣ କରାଯାଉଥିବାବେଳେ କେତେକ ଅସାଧୁ ଇଂଜିନିୟର ଙ୍କ ହାତଥିବା କୁହାଯାଉଛି। ଏଠାରୁ ନାମିଦାମି ସିମେଣ୍ଟ କମ୍ପାନୀର ପ୍ରିନଟେଡ଼ ଅଖା ଜବତ କରାଯାଇଛି। ମା ତାରିଣୀ କନଷ୍ଟ୍ରକସନ୍‌ ନାମକ ଏହି ସଂସ୍ଥା ଦୀର୍ଘଦିନ ଧରି ଏହି କାରବାର ଚଳାଇ ଆସୁଥିଲା। ପୋଲିସ ଜଣକୁ ଅଟକ ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.