Home ଜିଲ୍ଲା ପରିକ୍ରମା ଛାତ୍ର କଂଗ୍ରେସ ପକ୍ଷରୁ ଥାନାରେ ଏତାଲା

ଛାତ୍ର କଂଗ୍ରେସ ପକ୍ଷରୁ ଥାନାରେ ଏତାଲା

28

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ହତ୍ୟା ଧମକ ପତ୍ର ମିଳିଥିବା ପ୍ରତିବାଦରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ସେନାପତି, ଅଭିଷେକ ଜେନା ପ୍ରମୁଖ ଭଣ୍ଡାରିପୋଖରୀ ଥାନାରେ ଆଜି ସନ୍ଧ୍ୟାରେ ଏତାଲା ଦେଇଛନ୍ତି । ସାଲେପୁର ଅଞ୍ଚଳରୁ ଆସିଥିବା ଏହି ପତ୍ରର ସତ୍ୟାସତ୍ୟ ଯାଞ୍ଚ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟବ୍ୟାପି ବିଭିନ୍ନ ଥାନାରେ ଦିଆଯାଉଥିବା ଏତାଲା ପରିପ୍ରେକ୍ଷୀରେ ସ୍ତାନୀୟ ଥାନାରେ ଏତାଲା ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.