Home ଓଡ଼ିଶା ଛାତରୁ ଡେଇଁଲେ ରୋଗୀ ଓଡ଼ିଶାଜିଲ୍ଲା ପରିକ୍ରମା ଛାତରୁ ଡେଇଁଲେ ରୋଗୀ By Bureau - October 12, 2019 178 Total0 0 0 0 0କଟକ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କଟକ ଏସସିବି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାଟି ହେଲା ଜଣେ ରୋଗୀ ଏସସିବି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏହା ପଛରେ କାରଣ କ’ଣ ହୋଇଥାଇ ପାରେ ତାହା ଅସ୍ପଷ୍ଟ ରହିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । Tweet Total0 0 0 0 0