Home କେନ୍ଦୁଝର ସଂରକ୍ଷଣ ତାଲିକା ପ୍ରକାଶ ପରେ ପାର୍ଥୀ ଚୟନ ନେଇ କଳ୍ପନା ଜଳ୍ପନା

ସଂରକ୍ଷଣ ତାଲିକା ପ୍ରକାଶ ପରେ ପାର୍ଥୀ ଚୟନ ନେଇ କଳ୍ପନା ଜଳ୍ପନା

77

ହାଟଡ଼ିହି, ୯/୧୦ : (ଓଡିଆପୁଅ / ବିକାଶ ବିଶ୍ୱା) କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ପରିଚିତ ହାଟଡିହି ବ୍ଲକର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁନେଇ ବିଭିନ୍ନ ପଞ୍ଚାୟତରେ ୍ରସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଠିକ ଭାବେ ଏହି ସଂରକ୍ଷିତ ହୋଇ ନଥିବା ନେଇ ବିଭିନ୍ନ ଆଶାୟୀ ମାନେ କେର୍ଟ କଚେରୀ ଯିବାକୁ ବାହାରିଲେଣି । ଏପରିକି ସଂରକ୍ଷଣ ତାଲିକା ପ୍ରକାଶ ପାଉପାଉ କିଏ କେଉଁ ପଞ୍ଚାୟତରେ ପ୍ରାର୍ôଥ ହେବ ସେନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଗଲାଣି ।
ଜିଲ୍ଲାପରିଷଦ ସଂରକ୍ଷଣ ତାଲିକା
୩୪ନଂ ଜୋନ- ଅସଂରକ୍ଷିତ
୩୫ନଂ ଜୋନ- ଅନୁସୁଚିତ ଜନଜାତି ମହିଳା
୩୬ନଂ ଜୋନ- ଅନୁସୁଚିତ ଜାତି ମହିଳା
୩୭ନଂ ଜୋନ- ଅସଂରକ୍ଷିତ
ବ୍ଲକ ଅଧ୍ୟକ୍ଷ ପଦ ଅନୁସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ହୋଇଛି ।
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା
ପଞ୍ଚାୟତ ସରପଞ୍ଚ ସମିତିସଭ୍ୟ
୧-ଅକରୁଆ – ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୨-ଅଁରା- ଅନୂସୂଚୀତ ଜାତି ମହିଳା ଅସଂରକ୍ଷିତ ମହିଳା
୩-ଆଇତିପୁର- ପଛୁଆବର୍ଗ ମହିଳା ଅସଂରକ୍ଷିତ
୪-ଆମ୍ବୋ- ଅଂସଂରକ୍ଷିତ ମହିଳା ଅସଂରକ୍ଷିତ
୫- ଇଞ୍ଚୋଳ- ଅଂସଂରକ୍ଷିତ ଅସଂରକ୍ଷିତ ମହିଳା
୬-ଓରାଳି- ଅସଂରକ୍ଷିତ ମହିଳା ଅସଂରକ୍ଷିତ
୭-କଅଁଳେଇ ବାଲିପାଳ-ଅନୁସୁଚୀତ ଜନଜାତି ମହିଳା ଅନୂସୂଚୀତ ଜନଜାତି ମହିଳା
୮-କଳିଗାଁ- ଅନୂସୂଚୀତ ଜନଜାତି ମହିଳା ଅନୁସୁଚିତ ଜନଜାତି
୯-ଗେଡମା- ଅନୂସୂଚୀତ ଜାତି ମହିଳା ଅନୁସୁଚିତ ଜାତି ମହିଳା
୧୦-ଜମ୍ଭୀରା- ଅସଂରକ୍ଷିତ ଅସଂରକ୍ଷିତ ମହିଳା
୧୧-ଡଅଁର- ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୧୨-ଢ଼େଙ୍କା- ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୧୩-ଧନୁର୍ଜୟପୁର- ଅନୁସୁଚିତ ଜନଜାତି ଅନୁସୁଚିତ ଜନଜାତି
୧୪-ପଢ଼ିଆରିପଲ୍ଲୀ- ଅସଂରକ୍ଷିତ ଅସଂରକ୍ଷିତ ମହିଳା
୧୫-ପଞ୍ଚୁଗୋଛିଆ- ଅନୁସୁଚୀତ ଜନଜାତି ଅନୁସୁଚିତଜନଜାତି ମହିଳା
୧୬-ପନ୍ଦାଡୋ- ଅସଂରକ୍ଷିତ ମହିଳା ଅସଂରକ୍ଷିତ
୧୭-ବଞ୍ଚୋ- ଅସଂରକ୍ଷିତ ଅସଂରକ୍ଷିତ
୧୮-ବଡରମ୍ପାସ- ଅନୁସୁଚିତଜାତି ଅନୁସୁଚିତ ଜାତି
୧୯- ବାଲିବରେଇ- ଅସଂରକ୍ଷିତ ମହିଳା ଅନୁସୁଚିତ ଜାତି ମହିଳା
୨୦-ବାଙ୍ଗୋର- ଅସଂରକ୍ଷିତ ଅସଂରକ୍ଷିତ ମହିଳା
୨୧-ମରୈଗାଁ- ଅନୂସୂଚୀତ ଜାତି ଅନୂସୂଚୀତ ଜନଜାତି
୨୨-ଶାଳଣିଆଁ- ଅନୂସୂଚୀତ ଜାତି ମହିଳା ଅନୁସୁଚିତ ଜାତି
୨୩-ଶାସଙ୍ଗ- ଅନୂସୂଚୀତ ଜାତି ଅନୁସୁଚିତ ଜାତି
୨୪-ସଡଙ୍ଗ- ଅସଂରକ୍ଷିତ ପଛୁଆବର୍ଗ ମହିଳା
୨୫-ସଢ଼ା- ଅଂସରକ୍ଷିତ ମହିଳା ଅସଂରକ୍ଷିତ
୨୬-ସମଣା- ଅନୂସୂଚୀତ ଜାତି ମହିଳା ଅନୁସୁଚିତ ଜାତି ମହିଳା
୨୭-ସୁଲଣ- ଅନୂସୂଚୀତ ଜାତି ଅନୂସୂଚୀତ ଜାତି
୨୮-ସୋସୋ- ଅନୂସୂଚୀତ ଜାତି ମହିଳା ଅନୂସୂଚୀତ ଜାତି ମହିଳା
୨୯-ହଦଗଡ- ଅନୂସୂଚୀତ ଜନଜାତି ଅନୂସୂଚୀତ ଜନଜାତି ମହିଳା
୩୦-ହାଟଡିହି- ଅସଂରକ୍ଷିତ ଅସଂରକ୍ଷିତ
୩୧-ହାବଳେଶ୍ୱର- ଅସଂରକ୍ଷିତ ଅସଂରକ୍ଷିତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.