Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୧୨୮ ଆକ୍ରାନ୍ତ, ଜଣେ ମୃତ

ଚିହ୍ନଟ ହେଲେ ୧୨୮ ଆକ୍ରାନ୍ତ, ଜଣେ ମୃତ

43

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୧୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୩୮୩ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୦ ହଜାର ୬୭୫ ଜଣ । ମୋଟ ମୃତ୍ୟୁ ବରଣ କରିଛନ୍ତି ୪୮ଜଣ ଏବଂ ସକ୍ରିୟ ଅଛନ୍ତି ୧୬୬୦ଜଣ । ନୂତନ ଚିହ୍ନଟ ୧୨୮ଜଣ ହେଲେ ବାସୁଦେବପୁର ପୌରପାଳିକାରୁ ୭, ଭଦ୍ରକ ପୌରପାଳିକାରୁ ୪, ବନ୍ତ ବ୍ଳକରୁ ୨, ଚାନ୍ଦବାଲି ବ୍ଲକରୁ ୬, ଚାନ୍ଦବାଲି ଏନ୍‌ଏସିରୁ ୨, ତିହିଡ଼ି ବ୍ଲକରୁ ୧୫, ଧାମନଗର ବ୍ଳକରୁ ୧୨, ଭଣ୍ଡାରିପୋଖରୀ ବ୍ଳକରୁ ୪, ଅନ୍ୟ ଜିଲ୍ଲାର ୮ଜଣ, ଭଦ୍ରକ ବ୍ଳକରୁ ୧୨, ବାସୁଦେବପୁର ବ୍ଳକରୁ ୪୭ଜଣ, ଭଦ୍ରକ ଜିଲ୍ଲାର ୯ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.