Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବାଲିଗାଁ ଛକରୁ ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ଜବତ କଲା ପିରହାଟ ପୁଲିସ୍

ଚାନ୍ଦବାଲି ବାଲିଗାଁ ଛକରୁ ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ଜବତ କଲା ପିରହାଟ ପୁଲିସ୍

27

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଏସ଼ଡ଼ିପି ଓଙ୍କ ନିର୍ଦେଶରେ ଚାନ୍ଦବାଲି ବାଲିଗାଁ ଛକରୁ ଏକ ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ଜବତ କରିଛି ପିରହାଟ ପୁଲିସ । କୋଇଲା ବୋଝେଇ ହୋଇଥିବା ପିକଅପଟି ଧାମରା ରେଳପଥ ନରେନ୍ଦ୍ରପୁରରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ପିରହାଟ ପୁଲିସ ଖବର ପାଇ ଚୋରା କୋଇଲା ଗାଡିକୁ ପିଛା କରି ଚାନ୍ଦବାଲି ଏନ ଏ ସି ବାଲିଗାଁ ଛକରେ ଗାଡ଼ିଟିକୁ ଧିରିଥିଲେ । ଏଥିରେ ଚାନ୍ଦବାଲି ଏସ ଡ଼ି ପିଓ ଙ୍କ ଟିମ ମଧ୍ୟ ସାମିଲ ହୋଇଥିଲେ , ଗାଡ଼ିଟି ଜବତ ପରେ ପିରାହାଟ ଥାନାକୁ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.