Home ଜିଲ୍ଲା ପରିକ୍ରମା ଚଳନ୍ତା ବାଇକରେ ଲାଗିଲା ନିଆଁ

ଚଳନ୍ତା ବାଇକରେ ଲାଗିଲା ନିଆଁ

110

ବାରିପଦା ୨୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଚଳନ୍ତା ବାଇକରେ ଲାଗିଲା ନିଆଁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ଅଧିନ ମଧୁବନ ଠାରେ।ତେବେ ପଡାଅସ୍ତିଆ ନିବାସୀ ନାରାୟଣ ବେହେରା ତାଙ୍କର ଆର ୱାନ୍ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ହଠାତ ତାଙ୍କ ପଛପଟୁ ନିଆଁ ଧାସ ବାଜିବାରୁ ସେ ଗାଡିଟିକୁ ରାସ୍ତା ଉପରେ ଛାଡି ଦୂରକୁ ପଳାଇ ଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.