Home ଓଡ଼ିଶା ଘାଟିରେ ୩ ଆତଙ୍କବାଦୀ ସଫା

ଘାଟିରେ ୩ ଆତଙ୍କବାଦୀ ସଫା

330

ଜମ୍ମୁ-କାଶ୍ମୀର,୨୩/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଜମ୍ମୁ-କାଶ୍ମୀରର ଅବନ୍ତିପୁରାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଉକ୍ତ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ପରେ ସେନା ଉକ୍ତ ଅଞ୍ଚଳକୁ ଘେରାଉ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନୀ ସେନାର କମାଣ୍ଡୋ ଫୋର୍ସ ବ୍ୟାଟ୍ ଟିମର ଯବାନ ମାନେ ୪୦୦ ମିଟର ଭାରତୀୟ ସୀମାମଧ୍ୟକୁ ପଶିଆସିଥିଲେ । କିନ୍ତୁ ସତର୍କ ଭାରତୀୟ ସେନା ସହ ତାଙ୍କର ଏନକାଉଣ୍ଟର କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.