Home ଅପରାଧ ଗ୍ୟାସ ରିପ୍ୟାରିଂ ଦୋକାନରୁ ଲୁଟ କଲେ ଦୁର୍ବୃତ୍ତ

ଗ୍ୟାସ ରିପ୍ୟାରିଂ ଦୋକାନରୁ ଲୁଟ କଲେ ଦୁର୍ବୃତ୍ତ

219

ନୟାଗଡ଼,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ଅନ୍ତର୍ଗତ ଦୁର୍ଗାବଜାରେ ଏକ ଲୁଟ ହୋଇଛି । ଏକ ଗ୍ୟାସ ରିପ୍ୟାରିଂ ଦୋକାନରୁ ଲୁଟ ହୋଇଛି । ତେବେ ଏହି ଲୁଟ ରେ ଗ୍ୟାସ ସାମଗ୍ରୀ ଚୋରି ହେବା ସହ ୫ ହଜାର ଟଙ୍କା ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି । ଏନେଇ ଦୋକାନୀ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଲୁଟେରାକୁ ଗିରଫ କରି ପଚରାଉଚରା ମଧ୍ୟ କରିଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.