Home କୋରାପୁଟ ଗ୍ଲୋବାଲ ଇଣ୍ଡିଆ ପକ୍ଷରୁ ରିଲିଫ ବଂଟନ

ଗ୍ଲୋବାଲ ଇଣ୍ଡିଆ ପକ୍ଷରୁ ରିଲିଫ ବଂଟନ

22

କୋରାପୁଟ ୦୬-୦୫(ଓଡିଆ ପୁଅ /ରଂଜନ ଦାସ) ମହାମାରୀ କରୋନା ସମୟରେ ବିଧବା ଓ  ଗରିବ ମହିଳାମାନଙ୍କୁ  ଗ୍ଲୋବାଲ ଇଣ୍ଡିଆ ଟ୍ରେନିଂ ନେଟୱାର୍କ  ପକ୍ଷରୁ ଖାଦ୍ୟ ସାମଗ୍ରୀ,ସାନିଟାଇଜର ଓ ସାବୁନ ପ୍ରଦାନ କରାଯାଇଛି । କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତ ନିଘାମାନିଗୁଡା ଗ୍ରାମର ୬୦ଟି ଗରିବ ପରିବାରକୁ ଏହି ସହାୟତା ଦିଆଯାଇଛି । ଏହି ଅବସରରେ ଗ୍ଲୋବାଲ ଇଣ୍ଡିଆର ନିର୍ଦ୍ଦେଶକ  ରେଭ.ସିନ୍ଧୁ ପାଣି  ଓ ଅନ୍ୟ ସହଯୋଗି ଉପସ୍ଥିତ ରହି ଲୋକମାନଙ୍କୁ  ଚାଉଳ,ଡାଲି ଖାଇବା ତେଲ,ମସଲା,ଆଳୁ,ପିଆଜ ସହ ସାନିଟାଇଜର ଏବଂ ସାବୁନ ପ୍ରଦାନ କରିଥିଲେ ଏବଂ  କୋଭିଡ ନିୟମ ଉପରେ ସଚେତନତା ବାର୍ତା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.