Home ଅନୁଗୁଳ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଠାକୁରଗଡ ଟିମ୍ ବିଜୟୀ

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଠାକୁରଗଡ ଟିମ୍ ବିଜୟୀ

94

ଆଠମଲ୍ଲିକ,୬/୧(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): କିଶୋରନଗର ବ୍ଲକ ଅନ୍ତର୍ଗତ ନାକଚି ପଞ୍ଚାୟତର କୁରୁମଟାପ ଖେଳପଡିଆଠାରେ ଜୟ ବଜରଙ୍ଗୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏକ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି lଉଦଯାପନୀ ଦିବସରେ ଠାକୁରଗଡ଼ ଏବଂ ହଣ୍ଡପା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଠାକୁରଗଡ଼ ଟିମ୍ ପ୍ରଥମେ ବ୍ୟାଟିଂ କରି ୯୭ ରନ୍ କରିଥିବା ବେଳେ ବିପକ୍ଷରେ ହଣ୍ଡପା ଟିମ୍ ସମସ୍ତ ଉଇକେଟ୍ ହରାଇ ୪୭ରନ୍ କରିବାକୁ ସମର୍ଥ ହୋଇଥିଲା l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅନୁଗୋଳ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଜିତେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଭୟ ଟିମ୍ କୁ ପୁରସ୍କାର ବିତରଣ କରିଥିଲେlଶୁଭାଶିଷ ସାହୁ, ତୋଫାନ ରାଉଳ,ସୁବ୍ରତ ସାହୁ,ଅଶୋକ ସାହୁ,ଭରତ ମିର୍ଧା,ଶତ୍ରୁଘ୍ନ ମିର୍ଧା ପ୍ରମୁଖ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.