Home ଓଡ଼ିଶା  ଗ୍ରାମାଞ୍ଚଳରେ ପକାଘର ନିର୍ମାଣ କଲେ ଅନୁମତି ନେବାକୁ ପଡିବବୋଲି ମନ୍ତ୍ରୀ ଦେଲେ ସୁଚନା

 ଗ୍ରାମାଞ୍ଚଳରେ ପକାଘର ନିର୍ମାଣ କଲେ ଅନୁମତି ନେବାକୁ ପଡିବବୋଲି ମନ୍ତ୍ରୀ ଦେଲେ ସୁଚନା

794

ଭୁବନେଶ୍ୱର୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସହରେ ବ୍ୟକ୍ତିଗତ ଜମିରେ ଗୃହ ନିର୍ମାଣ କଲେ ଯେପରି ସପୃକ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡେ ଏବେ ଗ୍ରାମାଞ୍ଚଳରେ ଦୁଇମହଲା ବା ଅଧିକ ମହଲା ପକାଗୃହ ନିର୍ମାଣ କରିବାକୁ ନିକଟସ୍ତ ପଞ୍ଚାୟତ ସମିତିରୁ ଅନୁମତି ନେବାକୁ ପଡିବ ବୋଲି ଆଜି  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.