Home ଜିଲ୍ଲା ପରିକ୍ରମା ଗୋରୁଗାଡି ଜବତ, ୨ ଅଟକ

ଗୋରୁଗାଡି ଜବତ, ୨ ଅଟକ

18

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୋବାରକପୁର ରାସ୍ତାରୁ ସ୍ଥାନୀୟ ପୁଲିସ ଗତକାଲି ରାତ୍ରରେ ବେଆଇନ ଗୋରୁ ଚାଲାଣ କରୁଥିବା ଓଡି ୨୨ ପି ୮୯୯୨ ନଂ ପିକଅପ ଭ୍ୟାନ ଓ ସେଥିରେ ପରିବାହନ ହେଉଥିବା ୨ଟି ଗୋରୁ ଜବତ କରିଥିବା ଜଣାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଯୁବକ ନିଶିକାନ୍ତ ପାତ୍ର ଓ ଭଦ୍ରକ ପୁରୁଣାବଜାର ଅଞ୍ଚଳର ଶେଖ ମିନାଜ କ୍ୱାଦ୍ରୀକୁ ପୁଲିସ ଅଟକ ରଖିଛି। ଗୋରୁକୁ ମଇତାପୁର ଗୋଶାଳାରେ ଛଡାଯାଇଛି। ମାତ୍ର ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମାମଲା ଋଜୁ ହୋଇନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.