Home ଓଡ଼ିଶା ଗୋପାଳପୁର  ବଜାର ରେ ପବିତ୍ର କାଳୀପୂଜା ଅନୁଷ୍ଠିତ

ଗୋପାଳପୁର  ବଜାର ରେ ପବିତ୍ର କାଳୀପୂଜା ଅନୁଷ୍ଠିତ

22

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୧୧- ସାରା ରାଜ୍ୟ ରେ ପ୍ରତିବର୍ଷ କାଳୀପୁଜା ମହା ଆଡମ୍ବର ରେ ଜାକଜମକ ରେ ଅନୁଷ୍ଠିତ  ହୋଇଥାଏ । ପ୍ରାୟ ୭ ଦିନ ବ୍ୟାପୀ ଓଡିଶାର ଲୋକକଥା ଲୋକ ନୃତ୍ୟ ଓ ଅପେରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ରଣପୁର ଥାନା ଗୋପାଳପୁର ଠାରେ କୋଭିଡ୍ କଟକଣା ଭିତରେ କାଳୀପୂଜା ହୋଇଯାଇଥିବା ଜଣାପଡିଛି ।

କେବଳ ନିତିକାନ୍ତି କୁ ନେଇ ଚଳିତ ବର୍ଷ କାଳୀପୂଜା ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ କେବଳ ଦର୍ଶନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୂର ରେ ରହିବା ଯୋଗୁଁ ଦୁଃଖ ପ୍ରକାଶ କରୁଥିବା ଜଣାପଡିଛି । ଶ୍ରଦ୍ଧାଳୁ ଭକ୍ତମାନେ ମାଙ୍କୁ ଦର୍ଶନ କରିବା ସହ କରୋନା ଦୂର କରିବା ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.