Home Top News ଗୁଜୁରାଟରେ ରାମନବମୀରେ ପଥର ଫିଙ୍ଗା ଏବଂ ଗାଡ଼ି ଭଙ୍ଗାରୁଜା ଖବର

ଗୁଜୁରାଟରେ ରାମନବମୀରେ ପଥର ଫିଙ୍ଗା ଏବଂ ଗାଡ଼ି ଭଙ୍ଗାରୁଜା ଖବର

57

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) ଗୁଜୁରାଟର ସାବରକଣ୍ଟା ଜିଲ୍ଲାର ହିମତ ନଗର ଅଞ୍ଚଳର ରାମ ନବମୀ ଯାତ୍ରା ସମୟରେ ପଥର ଫିଙ୍ଗା ଏବଂ ଗାଡ଼ି ଭଙ୍ଗାରୁଜା ଘଟଣା ସାମନାକୁ ଆସିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଛାଡ଼ିଥିଲା। ଅଧିକ ଖବର ପାଇଁ ଅପେକ୍ଷା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.