Home ଓଡ଼ିଶା ଗହଳିରେ ହଜିଗଲେ ୨ ପିଲା

ଗହଳିରେ ହଜିଗଲେ ୨ ପିଲା

217

ଜଗତସିଂହପୁର,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ମେଳା ବୁୁୁଲିିିିବାାକୁ ଆସି ହଜିଗଲେ ଦୁଇ ପିିିଲାା । ଏହି ଘଟଣା  ଜଗତସିଂହପୁର ନବା ପାଟଣା ଗାଁରେ ଘଟିିିଛି । ତେବେ ସୂଚନା ଅନୁସାରେ, ସୁନୀଲ ଓ ବିଷୁ ନାମକ ଦୁୁଇ ପିିିଲାା ନିିଜ ପରିିବାାାର ସହ ପୂଜା ଦେଖିବାକୁ ଆସିଥିଲେ । କିନ୍ତୁ ଅଧିକ ଭିଡ଼ ଯୋଗୁଁ ସେମାନେ ତାଙ୍କ ପରିବାର ଲୋକଙ୍କୁ ପାଇନଥିଲେ । ପରେ ଦୁହେଁ ପରିବାର ଲୋକଙ୍କ୍କୁ ନପାାଇ କାନ୍ଦୁଥିଲେ । କାନ୍ଦଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ୧୩ ଓ ଅନ୍ୟ ଜଣଙ୍କୁ ୪ ବର୍ଷ ବୋଲି ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.