Home ଅପରାଧ ଗଣଦୁଷ୍କର୍ମ ମାମଲା; ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ OHRCଙ୍କ ନିର୍ଦ୍ଦେଶ

ଗଣଦୁଷ୍କର୍ମ ମାମଲା; ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ OHRCଙ୍କ ନିର୍ଦ୍ଦେଶ

668

ଭୁବନେଶ୍ୱର୩୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲା ହୋଇଥିବା ଭେଡେନ ଗଣଦୁଷ୍କର୍ମ ମାମଲାରେ ଆଜି ଓଡିଶା ମାନବାଧିକାର କମିଶନ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ମାମଲାର ତଦନ୍ତ କରୁଥିବା ଅଧିକାରୀ ଓ ବରଗଡ ଏସ.ଡି.ପି.ଓ କମିଶନଙ୍କ ନିକଟରେ ହାଜର ହେବାସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୩ ତାରିଖରେ ହେବବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.