Home ଅପରାଧ ଗଞ୍ଜାମ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଦ ଜବତ – ଅବୈଧ ମଦ ବିକ୍ରୟ ଏବଂ...

ଗଞ୍ଜାମ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଦ ଜବତ – ଅବୈଧ ମଦ ବିକ୍ରୟ ଏବଂ ପରିବହନ ବିରୁଦ୍ଧରେ ଡ୍ରାଇଭ୍

30

ବ୍ରହ୍ମପୁର ୧୪-୧ (ଓଡ଼ିଆ ପୁଅ) ତିନି ସ୍ତରୀୟ ପଞ୍ଚାୟତ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲିସ୍ ର ସ୍ୱତନ୍ତ୍ର ଡ୍ରାଇଭ୍।

ସୂଚନାଯୋଗ୍ୟଯେ, ଗଞ୍ଜାମର ଛତ୍ରପୁର ପୋଲିସ ପାଖାପାଖି ୫୫ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଦେଶୀ ମଦ ଜବତ କରିଛି।

ମଦ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍।

ତେବେ ଆଘକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏପରି ଅବୈଧ ମଦ କାରବାର ଉପରେ କଡ଼ା ନଜର ରଖିଛି ପୋଲିସ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.