Home ଓଡ଼ିଶା ଖାଇବା ପ୍ରଲୋଭନ ଦେଖାଇ ପିଲା ଚୋରି

ଖାଇବା ପ୍ରଲୋଭନ ଦେଖାଇ ପିଲା ଚୋରି

221

ବାଲେଶ୍ଵର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବରରେ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବାଲେଶ୍ବର ମୋର ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ, ଜଣେ ଗରିବ ମହିଳା ଷ୍ଟେସନରେ ଭିକ ମାଗନ୍ତି । ତେବେ ସେହି ସମୟରେ ତାଙ୍କ ପିଲାକୁ ଖାଇବା ପ୍ରଲୋଭନ ଦେଖାଇ କିଏ ଜଣେ ଡାକି ନେଇଥିଲେ । ହେଲେ ବହୁତ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପିଲା ଫେରିନଥିଲା । ଏହାପରେ ଉକ୍ତ ମହିଳା ଜଣଙ୍କ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.