Home ଓଡ଼ିଶା କୁମ୍ଭୀର ସହ ଲଢେ଼ଇ କରି ବଞ୍ଚିଲେ ମହିଳା

କୁମ୍ଭୀର ସହ ଲଢେ଼ଇ କରି ବଞ୍ଚିଲେ ମହିଳା

572

କେନ୍ଦ୍ରାପଡ଼ା,୦୮/୧୦,(ଓଡ଼ିଆ ପୁଅ ପି ନାଏକ): କୁମ୍ଭୀର ସହ ଲଢେ଼ଇ କଲେ ମହିଳା । ପ୍ରାୟ ଅଧଘଣ୍ଟା ଲଢେ଼ଇ କଲା ପରେ ସେ ମରଣ ମୁହଁ ରୁ ବଞ୍ଚିଛନ୍ତି । ତେବେ ସୂଚନା ଅନୁସାରେ,  ସଜନୀ ମଲ୍ଲିକ ନାମକ ଜଣେ ମହିଳା ନଦୀକୁ ବାସନ ମାଜିବାକୁ ଯାଇଥିବା ବେଳେ ତାଙ୍କ ଗୋଡକୁ କୁମ୍ଭୀର କାମୁଡି ଧରିଥିଲା ।  ପରେ ତାଙ୍କ ଚିତ୍କାର ଶୁଣି  ଗ୍ରାମବାସୀ  ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସଜନୀଙ୍କୁ ଗୁରୁତର ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.